ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହାଇଦ୍ରାବାଦ ମୁକ୍ତି ଦିବସ ଆମ ଦେଶର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ: ପ୍ରଧାନମନ୍ତ୍ରୀ

प्रविष्टि तिथि: 17 SEP 2023 8:18PM by PIB Bhubaneshwar

ହାଇଦ୍ରାବାଦ ମୁକ୍ତି ଦିବସ ଆମ ଦେଶର ଇତିହାସରେ ଏକ  ପ୍ରମୁଖ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି

 

ହାଇଦ୍ରାବାଦ ଏକୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସର୍ଦ୍ଦାର ପଟେଲଙ୍କୁ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଛନ୍ତି

 

କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତରପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଜି. କିଷାନ୍ ରେଡ୍ଡୀ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ ଅବସରରେ  କରିଥିବା ଏକାଧିକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ହାଇଦ୍ରାବାଦ ମୁକ୍ତି ଦିବସ ଆମ ଦେଶର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷଣ ଆଜି ଆମେ ଗର୍ବର ସହ ଏକତାର ଭାବନା ଏବଂ ଦେଶର ଏକତା ପାଇଁ ହୋଇଥିବା ବଳିଦାନକୁ ମନେପକାଉଛୁ ଆସନ୍ତୁ ଆମେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଯିଏ ହାଇଦ୍ରାବାଦ ବିଲୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ମୁଁ ଖୁସି ଯେ, ଭାରତ ସରକାର ବଡ଼ ଉତ୍ସାହର ସହ ହାଇଦ୍ରାବାଦରେ ଏହି ଦିବସ ପାଳନ କରୁଛନ୍ତି

 

SR


(रिलीज़ आईडी: 1958374) आगंतुक पटल : 125
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam