ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡ. ବିନ୍ଦେଶ୍ୱର ପାଠକଙ୍କ ବିଷୟରେ ଲେଖିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
20 AUG 2023 11:30AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାର୍ବଜନିକ ସ୍ୱଚ୍ଛତା ଅଗ୍ରଦୂତ ଡ. ବିନ୍ଦେଶ୍ୱର ପାଠକଙ୍କ ବିଷୟରେ ଏକ ଆର୍ଟିକଲ ଲେଖିଛନ୍ତି ।
ଏକ୍ସରେ ପୋଷ୍ଟ କରି ଶ୍ରୀ ନରେନ୍ଦ୍ର ମୋଦୀ ଡ. ବିନ୍ଦେଶ୍ୱରଙ୍କ ସହ ସମ୍ପର୍କକୁ ମନେପକାଇଛନ୍ତି ଏବଂ ଆର୍ଟିକଲର ଲିଙ୍କ୍ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
ମୋର ସୌଭାଗ୍ୟ ଯେ, ମୁଁ ସ୍ୱଚ୍ଛତା କ୍ଷେତ୍ରରେ ଅମୂଲ୍ୟ ଅବଦାନ ରଖିଥିବା ଡକ୍ଟର ବିନ୍ଦେଶ୍ୱର ପାଠକଙ୍କ ଜୀବନ ଓ ମିଶନକୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇଲି । ମୋର ଏହି ଆର୍ଟିକଲ ଏଥିପାଇଁ ଉତ୍ସର୍ଗୀକୃତ ।
SR
(ରିଲିଜ ଆଡି: 1951389)
ପରିଦର୍ଶକ କାଉଣ୍ଟର : 102
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam