ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜସ୍ଥାନର ନାଥଦ୍ୱାରା ସ୍ଥିତ ଶ୍ରୀନାଥଜୀ ମନ୍ଦିରରେ ଦର୍ଶନ ଓ ପୂଜା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 MAY 2023 6:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଜସ୍ଥାନର ନାଥଦ୍ୱାରା ସ୍ଥିତ ଶ୍ରୀନାଥଜୀ ମନ୍ଦିରରେ ଆଜି ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ସେ ମନ୍ଦିରର ପୂଜକମାନଙ୍କ ସହ ଆଲୋଚନା କରିବା ସହ ଭଗବାନ ଶ୍ରୀନାଥଙ୍କୁ ଭେଟ ପୂଜା ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ନାଥଦ୍ୱାରାରେ ଭଗବାନ ଶ୍ରୀନାଥଜୀଙ୍କ ଦର୍ଶନ ଓ ଆଶୀର୍ବାଦର ସୌଭାଗ୍ୟ ପ୍ରାପ୍ତ ହେଲା । ତାଙ୍କ ଠାରେ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣ କାମନା କଲି ।

 

SR


(ରିଲିଜ ଆଡି: 1923157) ପରିଦର୍ଶକ କାଉଣ୍ଟର : 188