ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରତିଯୋଗିତାମୂଳକ ପରୀକ୍ଷାରେ ଡିଜିଟାଲ୍ ଲାଇବ୍ରେରୀ ଜ୍ଞାନ କେନ୍ଦ୍ର ପିଲାମାନଙ୍କୁ ବହୁତ ଉପକୃତ କରିବ: ପ୍ରଧାନମନ୍ତ୍ରୀ

Posted On: 28 FEB 2023 4:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଡିଜିଟାଲ ଲାଇବ୍ରେରୀ ଜ୍ଞାନ କେନ୍ଦ୍ର ପ୍ରତିଯୋଗିତାମୂଳକ ପରୀକ୍ଷାରେ ପିଲାମାନଙ୍କୁ ବହୁତ ଉପକୃତ କରିବ ।

ଜୟପୁର ଗ୍ରାମାଞ୍ଚଳ ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ଏକ ଟୁଇଟ୍ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏହି ପଦକ୍ଷେପ ପିଲାମାନଙ୍କୁ ବହୁତ ଲାଭ ଦେବ ।”

HS



(Release ID: 1903113) Visitor Counter : 76