ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ଅମୃତ ୨.୦ରେ ଓଡିଶାର ଭାଗ ୧୩୬୩ କୋଟି


ଅମୃତ ୨.୦ ପ୍ରକଳ୍ପ ଗୁଡିକ ନିମନ୍ତେ ୬୬,୭୫୦ କୋଟି ଟଙ୍କାର କେନ୍ଦ୍ରୀୟ ଆବଂଟନ ବିତରଣ କରା ଯାଇଛି

Posted On: 01 AUG 2022 4:31PM by PIB Bhubaneshwar

ବାସଗୃହ ଏବଂ ସହର ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ, ଶ୍ରୀ କୌଶଳ କିଶୋର ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଯେ, କାୟାକଳ୍ପ ଏବଂ ସହରୀ ପରିବର୍ତନ ନିମନ୍ତେ ଅଟଳ ମିଶନ ୨.୦ (ଅମୃତ ୨.୦) ଯୋଜନା, ୧ ଅକ୍ଟୋବର, ୨୦୨୧ରୁ ପାଂଚ ବର୍ଷର ଅବଧି ନିମନ୍ତେ ଆରମ୍ଭ ହୋଇ ଯାଇଛି, ଅର୍ଥାତ୍ ବିତୀୟ ବର୍ଷ ୨୦୨୧- ୨୨ରୁ ୨୦୨୫ -୨୬ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ ।

ଅମୃତ ୨.୦ ଅଧିନରେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକୁ ସମ୍ପୂର୍ଣ୍ଣ ମିଶନ ଅବଧି ନିମନ୍ତେ ପୁଞ୍ଜି ଆବଂଟନ କରା ଯାଇଛି । ଅମୃତ ୨.୦ ଅଧୀନରେ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳକୁ ଆବଂଟିତ କେନ୍ଦ୍ରୀୟ ସହାୟତା ଏବଂ ଯେଉଁ ପରିମାଣରେ ଅର୍ଥ ପ୍ରଦାନ କରା ଯାଇଛି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଅନୁବନ୍ଧରେ ଉଲ୍ଲେଖ ରହିଛି । ଏବେ ସୁଦ୍ଧା ଅମୃତ ୨.୦ ଅଧିନରେ ପ୍ରଦାନ କରା ଯାଇଥିବା ପାଣ୍ଠିକୁ ନେଇ କୌଣସି ବ୍ୟବହାର ପ୍ରମାଣ ପତ୍ର ପ୍ରାପ୍ତ ହୋଇ ନାହିଁ ।

ଓଡିଶାର  ପ୍ରକଳ୍ପ ଗୁଡିକ ନିମନ୍ତେ କେନ୍ଦ୍ରର ଆବଂଟନ ୧,୩୬୩ କୋଟି ଟଙ୍କା ରହିଥିବା ବେଳେ ବିଭିନ୍ନ ବର୍ଗରେ ମୋଟ ୧୮୪ କୋଟି ଟଙ୍କା ପ୍ରଦାନ କରା ଯାଇଛି ।

ଅମୃତ ୨.୦ ପ୍ରକଳ୍ପ ଗୁଡିକ ନିମନ୍ତେ ୬୬,୭୫୦ କୋଟି ଟଙ୍କାର କେନ୍ଦ୍ରୀୟ ଆବଂଟନର ସମାନ ଫର୍ମୁଲାକୁ / ପଦ୍ଧତିକୁ ବ୍ୟବହାର କରି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ମଧ୍ୟରେ ଅର୍ଥ ବିତରିତ କରା ଯାଇଛି, ଯେଉଁଥିରେ ସହରୀ ଜନ ସଂଖ୍ୟା (୨୦୧୧ ଜନ ଗଣନା) ଏବଂ ପ୍ରତ୍ୟେକ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ କ୍ଷେତ୍ରକୁ ୯୦: ୧୦ ଅନୁପାତରେ ଗୁରୁତ୍ୱ (ୱେଟେଜ୍‌) ପ୍ରଦାନ କରା ଯାଇଛି । ସେହି ଅନୁସାରେ କର୍ଣ୍ଣାଟକ, ଗୁଜରାଟ, ମଧ୍ୟ ପ୍ରଦେଶ, ଉତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ  ରାଜ୍ୟକୁ ପ୍ରକଳ୍ପର ଉପାଦାନ ନିମନ୍ତେ ଯଥାକ୍ରମେ : ୪.୬୧୫ କୋଟି ଟଙ୍କା , ୪,୫୦୦ କୋଟି ଟଙ୍କା, ୪,୦୪୫ କୋଟି ଟଙ୍କା, ୮,୧୪୫ କୋଟି ଟଙ୍କା ଏବଂ ୩,୬୫୦ କୋଟି ଟଙ୍କା ଆବଂଟିତ କରା ଯାଇଛି ।

*****

State /Union Territory (UT)-wise Central Assistance (CA) Allocation / Release under AMRUT 2.0

( Amount in ₹ crore)

S.No.

State/UT

CA Allocated for projects

CA Released for Project Implementation (SWAP-I)*

Released 1st instalment of CA against Special SWAP

CA Allocation for Administrative & Office Expenses (A&OE)

CA Released against A&OE funds

1

A & N Islands

35

0

0

1.14

0

2

Andhra Pradesh

3,158

0

0

102.62

15.6

3

Arunachal Pradesh

225

0

0

7.31

2.9

4

Assam

770

53.84

2.81

25.02

10

5

Bihar

2,620

0

0

85.14

28.6

6

Chandigarh

170

0

0

5.52

0

7

Chhattisgarh

1,294

148.4

0

42.05

17.8

8

Dadra & Nagar Haveli & Daman –Diu

30

0

0

0.97

0

9

Delhi

2,880

0

0

93.58

0.9

10

Goa

85

0

0

2.76

1.5

11

Gujarat

4,500

311.59

0

146.22

19.6

12

Haryana

1,494

0

0

48.55

11.2

13

Himachal Pradesh

252

0

0

8.19

7

14

Jammu & Kashmir

856

0

0

27.82

8.3

15

Jharkhand

1,178

98.23

0

38.28

5.7

16

Karnataka

4,615

0

0

149.96

34.2

17

Kerala

1,372

0

0

44.58

10.2

18

Ladakh

124

0

0

4.03

0

19

Lakshadweep

2

0

0

0.06

0

20

Madhya Pradesh

4,045

130.08

12.7

131.44

44.5

21

Maharashtra

9,285

0

36

301.71

45.7

22

Manipur

169

0

0

5.49

2.8

23

Meghalaya

110

21.69

0

3.57

1.1

24

Mizoram

142

0

0

4.61

2.4

25

Nagaland

175

0

0

5.69

4.1

26

Odisha

1,363

127.47

0

44.29

12.3

27

Puducherry

150

0

0

4.87

1

28

Punjab

1,833

0

0

59.56

18.3

29

Rajasthan

3,530

0

0

114.71

24.2

30

Sikkim

40

0

0

1.3

0.8

31

Tamil Nadu

4,935

398.13

0

160.36

69.4

32

Telangana

2,780

100

0

90.33

15.5

33

Tripura

156

0

0

5.07

2.1

34

Uttar Pradesh

8,145

521.41

0

264.67

80.9

35

Uttarakhand

582

0

0

18.91

10.8

36

West Bengal

3,650

0

0

118.6

18.8

Grand Total

66,750.00

1,910.84

51.67

2,168.98

528.20

* ଏସ୍‌ଡବ୍ଲ୍ୟୁଏପି – ରାଜ୍ୟ ଜଳ କାର୍ଯ୍ୟ ଯୋଜନା

(ନୋଟ୍ : ଉପରୋକ୍ତ ରୂପରେ ଆବଂଟିତ କେନ୍ଦ୍ରୀୟ ନିଧିରେ ପ୍ରକଳ୍ପ ଗୁଡିକ ସହିତ ଅଣ - ଅମୃତ ଉତ୍ସ ଦ୍ୱାରା ପରିଣାମ ଗୁଡିକର ଉପଲବ୍ଧ ନିମନ୍ତେ କେନ୍ଦ୍ରୀୟ ଭାଗ ସାମିଲ୍ ହେବ ।

*** 

SSP

 



(Release ID: 1847153) Visitor Counter : 127


Read this release in: English , Urdu , Manipuri , Telugu