ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଶିଳ୍ପ ଶ୍ରମିକମାନଙ୍କ ପାଇଁ ସର୍ବ ଭାରତୀୟ ଖାଦ୍ୟ ମୂଲ୍ୟ ସୂଚକାଙ୍କ, ଏପ୍ରିଲ୍ ୨୦୨୨ ପାଇଁ ୧.୭ ପଏଣ୍ଟଣ୍ଟବୃଦ୍ଧି ପାଇଛି

Posted On: 31 MAY 2022 6:14PM by PIB Bhubaneshwar

ଏପ୍ରିଲ୍‌, ୨୦୨୨ ପାଇଁ ସର୍ବ ଭାରତୀୟ ସିପିଆଇ-ଆଇଡବ୍ଲ୍ୟୁ . ପଏଣ୍ଟଣ୍ଟବୃଦ୍ଧି ପାଇ ୧୨୭. ରେ ପହଞ୍ଚିଛି (ଏକ ଶହ ସତେଇଶ ଦଶମିକ ସାତ ପଏଣ୍ଟ) ମାସର ଶତକଡା ପରିବର୍ତ୍ତନ ଉପରେ, ଏହା ପୂର୍ବ ମାସ ତୁଳନାରେ .୩୫ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏକ ବର୍ଷ ପୂର୍ବେ ଏହି ସମୟରେ ରେକର୍ଡ ହୋଇଥିବା ସୂଚକାଙ୍କ ତୁଳନାରେ .୪୨ ପ୍ରତିଶତ ବୃଦ୍ଧି ହୋଇଛି

ସାମ୍ପ୍ରତିକ ସୂଚକାଙ୍କରେ ଅଧିକ ଚାପ ଖାଦ୍ୟ ଏବଂ ପାନୀୟ କ୍ଷେତ୍ରରୁ ଆସିଛି ଯାହା ସମୁଦାୟ ବୃଦ୍ଧିକୁ .୮୦ ପ୍ରତିଶତ ପଏଣ୍ଟ ଯୋଗାଉଛି ସାମଗ୍ରୀ କ୍ଷେତ୍ରରେ ଚାଉଳ, ଗହମ ଅଟା, ଆଳୁ, ଟମାଟୋ, ଫୁଲକୋବି, ଫ୍ରେଞ୍ଚ ବିନ୍‌, ମଟର, ଲେମ୍ବୁ, ବାଇଗଣ, ସେଓ, କଦଳୀ, କମଳା ସୋୟାବିନ୍ ତେଲ, ସୂର୍ଯ୍ୟମୁଖୀ ତେଲ, କ୍ଷୀର, ଗାଈ କ୍ଷୀର, ଚିକେନ୍‌, ରନ୍ଧା ଖାଦ୍ୟ, ପେଟ୍ରୋଲ୍‌, ଡିଜେଲ୍ ରନ୍ଧନ ଗ୍ୟାସ୍‌, କିରୋସିନି ତେଲ, ଅଟୋ ରିକ୍ସା ଭଡା, ବସ୍ ଭଡା, ଏଲୋପାଥିକ୍ ମେଡିସିନ୍‌, ମୋବାଇଲ୍ ଫୋନ୍‍, ମୋଟର ସାଇକେଲ, ବାରିକ ଏବଂ ପ୍ରସାଧନ ବ୍ୟୟ ଇତ୍ୟାଦି ସୂଚକାଙ୍କ ବୃଦ୍ଧି ପାଇଁ ଦାୟୀ ଅବଶ୍ୟ, ଏହି ବୃଦ୍ଧି ମୁଖ୍ୟତଃ ପିଆଜ, ସଜନାଛୁଇଁ, କଲରା, ପୋଟଳ, କଞ୍ଚାଲଙ୍କା, ଗାଜର, ଅଣ୍ଡା, ବିଦ୍ୟୁତ ଦେୟ, ଫୁଲହାର ଇତ୍ୟାଦି ଦ୍ୱାରା ସୂଚକାଙ୍କ ଉପରେ କମ ଚାପ ପକାଇ ପାରିଥିଲା

କେନ୍ଦ୍ର ସ୍ତରରେ ଗୁରୁଗ୍ରାମରେ ସର୍ବାଧିକ . ପଏଣ୍ଟଣ୍ଟ ବୃଦ୍ଧି ରେକର୍ଡ ହୋଇଥିବାବେଳେ ଜଲନ୍ଧରରେ . ପଏଣ୍ଟଣ୍ଟ ରେକର୍ଡ ହୋଇଛି   ଅନ୍ୟମାନଙ୍କ ମଧ୍ୟରେ, ଟି କେନ୍ଦ୍ର ରୁ . ପଏଣ୍ଟ ମଧ୍ୟରେ ବୃଦ୍ଧି, ଟି କେନ୍ଦ୍ର ରୁ . ପଏଣ୍ଟ ମଧ୍ୟରେ ବୃଦ୍ଧି, ରୁ . ପଏଣ୍ଟ ମଧ୍ୟରେ ଟି କେନ୍ଦ୍ର, ରୁ . ପଏଣ୍ଟ ମଧ୍ୟରେ ୨୩ ଟି କେନ୍ଦ୍ର, ରୁ . ପଏଣ୍ଟ ମଧ୍ୟରେ ୩୨ ଟି କେନ୍ଦ୍ର ଏବଂ ୧୯ ଟି କେନ୍ଦ୍ରରେ . ରୁ . ପଏଣ୍ଟ ରେକର୍ଡ ହୋଇଛି   ଅପରପକ୍ଷେ, ଦାର୍ଜିଲିଂ ସର୍ବାଧିକ . ପଏଣ୍ଟ ହ୍ରାସ କରିଛି ଏବଂ ଏହା ପଛକୁ ଅଲୱାର ଏବଂ ସିଲଂ ପ୍ରତ୍ୟେକ .୨ପଏଣ୍ଟ ହ୍ରାସ କରିଛନ୍ତି

ବର୍ଷ ପରେ ବର୍ଷ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏହି ମାସରେ ୬.୩୩ ପ୍ରତିଶତରେ ପହଞ୍ଚଛି ଯାହା ପୂର୍ବ ମାସରେ .୩୫ ପ୍ରତିଶତ ଏବଂ ପୂର୍ବ ବର୍ଷର ସମାନ ମାସରେ .୧୪ ପ୍ରତିଶତ ରହିଥିଲା ସେହିଭଳି ଖାଦ୍ୟ ସୂଚକାଙ୍କ ଅଭିବୃଦ୍ଧି ୭.୦୫ ପ୍ରତିଶତରେ ପହଞ୍ଚିଛି ଯାହା ପୂର୍ବମାସରେ ୬.୨୭ ପ୍ରତିଶତ ରହିଥିଲା ଏବଂ ପୂର୍ବବର୍ଷର ଏହି ମାସରେ ୪.୭୮ ପ୍ରତିଶତ ଥିଲା ।

ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଅଧିନରେ ଥିବା ଦି ଲେବର ବ୍ୟୁରୋ ଏକ କାର୍ଯ୍ୟାଳୟ ଯିଏକି  ଦେଶର ୮୮ ଟି ଶିଳ୍ପ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ଥିବା ୩୧୭ ବଜାରରୁ ସଂଗ୍ରହ ହୋଇଥିବା ଖୁଚୁରା ମୂଲ୍ୟ ଆଧାରରେ ପ୍ରତି ମାସରେ ଶିଳ୍ପ ଶ୍ରମିକଙ୍କ ପାଇଁ ଗ୍ରାହକ ମୂଲ୍ୟ ସୂଚକାଙ୍କ ସଙ୍କଳିତ କରିଥାଏ ୮୮ ଟି କେନ୍ଦ୍ର ଏବଂ ସର୍ବ ଭାରତୀୟ ପାଇଁ ଏହି ସୂଚକାଙ୍କ ସଂକଳିତ ହୋଇ ଏବଂ ମାସର ଶେଷ କାର୍ଯ୍ୟ ଦିବସରେ ପ୍ରକାଶିତ ହୋଇଥାଏ

ସିପିଆଇ-ଆଇଡବ୍ଲ୍ୟୁ ଆଧାରରେ ବର୍ଷ ପର ବର୍ଷ ବଢୁଥିବା ସୂଚକାଙ୍କ (ଖାଦ୍ୟ ଏବଂ ସାଧାରଣ)

https://static.pib.gov.in/WriteReadData/userfiles/image/11111MLND.jpg

 

ସର୍ବ ଭାରତୀୟ ବର୍ଗ ୱାରୀ ସିପିଆଇ-ଆଇଡବ୍ଲ୍ୟୁ ମାର୍ଚ୍ଚ ୨୦୨୨ ଏବଂ ଏପ୍ରିଲ ୨୦୨୨ ପାଇଁ

କ୍ରମିକ ନମ୍ବର

ବର୍ଗ

ମାର୍ଚ୍ଚ ୨୦୨୨

ଏପ୍ରିଲ ୨୦୨୨

ଖାଦ୍ୟ ଏବଂ ପାନୀୟ

୧୨୫.

୧୨୭.

ପାନ, ପାନମସଲା, ତମାଖୁ ଏବଂ ମାଦକଦ୍ରବ୍ୟ

୧୪୪.

୧୪୪.

ପୋଷାକ ଏବଂ ଜୋତା

୧୨୩.

୧୨୫.

ଗୃହ

୧୧୮.

୧୧୮.

ଇନ୍ଧନ ଏବଂ ବିଦ୍ୟୁତ୍

୧୬୦.

୧୬୪.

ଆନୁଷଙ୍ଗିକ

୧୨୩.

୧୨୫.

 

ସାଧାରଣ ସୂଚକାଙ୍କ

୧୨୬.

୧୨୭.

 

ସିପିଆଇ-ଆଇଡବ୍ଳ୍ୟୁ ବର୍ଗ ଦର୍ଶାଉଛି

https://static.pib.gov.in/WriteReadData/userfiles/image/22222H71O.jpg

 

HS



(Release ID: 1829920) Visitor Counter : 173