ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ସାଧାରଣତନ୍ତ୍ର ଦିବସ, ୨୦୨୨ ଉପଲକ୍ଷେ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପଦକ ଘୋଷଣା
Posted On:
25 JAN 2022 11:01AM by PIB Bhubaneshwar
ସାଧାରଣତନ୍ତ୍ର ଦିବସ ୨୦୨୨ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଦେଶର ନିମ୍ନ ଜେଲ୍ କର୍ମଚାରୀମାନଙ୍କୁ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରିବା ଲାଗି ମନୋନିତ କରାଯାଇଛି:
ଓଡ଼ିଶାରୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ସଂସ୍କାରମୂଳକ ସେବା ପଦକ ପାଇବାକୁ ଜେଲ ଅଧିକ୍ଷକ ସତ୍ୟ ପ୍ରକାଶ ସ୍ବାଇଁ ମନୋନିତ ହୋଇଛନ୍ତି। ସେହିପରି ଜେଲର ଶ୍ରୀ ଦିଲିପ କୁମାର କେରକେଟା ପ୍ରଶଂସନୀୟ ସେବା ପାଇଁ ସଂସ୍କାରମୂଳକ ସେବା ପଦକ ପାଇବେ।
ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ସଂସ୍କାରମୂଳକ ସେବା ପଦକ (କରେକ୍ସନାଲ ସର୍ଭିସ ମେଡାଲ) ପାଇବେ:
|
କ୍ରଂସଂ
|
ଜେଲ୍ କର୍ମଚାରୀଙ୍କ ନାମ
|
ପାହ୍ୟା
|
ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ
|
|
1
|
ଶ୍ରୀ ଆୟିନାପାର୍ଥୀ ସତ୍ୟନାରାୟଣ
|
ମୁଖ୍ୟ ୱାର୍ଡର
|
ଆନ୍ଧ୍ର ପ୍ରଦେଶ
|
| 2 |
ଶ୍ରୀ ହରିଶ କୋତୱାଲ
|
ଆଇସି ଜେଲ ଅଧିକ୍ଷକ
|
ଜମ୍ମୁ ଓ କଶ୍ମୀର
|
| 3 |
ଶ୍ରୀ ସତ୍ୟ ପ୍ରକାଶ ସ୍ବାଇଁ
|
ଅଧିକ୍ଷକ
|
ଓଡ଼ିଶା
|
| 4 |
ଶ୍ରୀ ମଞ୍ଜିତ୍ ସିଂ ତିୱାନା
|
ଅଧିକ୍ଷକ
|
ପଞ୍ଜାବ
|
| 5 |
ଶ୍ରୀ ପ୍ରବୀଣ କୁମାର ରାଠୀ
|
ମୁଖ୍ୟ ୱାର୍ଡର
|
ଦିଲ୍ଲୀ
|
ପ୍ରଶଂସନୀୟ ସେବା ପାଇଁ ସଂସ୍କାରମୂଳକ ସେବା ପଦକ (କରେକ୍ସନାଲ ସର୍ଭିସ ମେଡାଲ) ପାଇବେ:
|
କ୍ରଂସଂ
|
ଜେଲ୍ କର୍ମଚାରୀଙ୍କ ନାମ
|
ପାହ୍ୟା
|
ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ
|
| 1 |
ଶ୍ରୀ ପୋଚା ବରୁଣ ରେଡ୍ଡୀ
|
ଉପ ଅଧିକ୍ଷକ
|
ଆନ୍ଧ୍ରପ୍ରଦେଶ
|
| 2 |
ଶ୍ରୀ ପେଦାପୁଦି ଶ୍ରୀ ରାମଚନ୍ଦ୍ର ରାଓ
|
ଉପ ଅଧିକ୍ଷକ
|
ଆନ୍ଧ୍ରପ୍ରଦେଶ
|
| 3 |
ମହମ୍ମଦ ଶଫି ଉର ରହମାନ
|
ଉପ ଅଧିକ୍ଷକ
|
ଆନ୍ଧ୍ରପ୍ରଦେଶ
|
| 4 |
ଶ୍ରୀ ସମୁଦୁ ଚନ୍ଦ୍ର ମୋହନ
|
ମୁଖ୍ୟ ୱାର୍ଡର
|
ଆନ୍ଧ୍ରପ୍ରଦେଶ
|
| 5 |
ଶ୍ରୀ ହାମସା ପଲ୍
|
ଉପ ଅଧିକ୍ଷକ
|
ଆନ୍ଧ୍ରପ୍ରଦେଶ
|
| 6 |
ଶ୍ରୀ ଶ୍ୟାମ ସୁନ୍ଦର
|
ୱାର୍ଡର
|
ହରିୟାଣା
|
| 7 |
ମହମ୍ମଦ ରଫିକ୍
|
ଆଇସି ଜେଲ୍ ଅଧିକ୍ଷକ
|
ଜମ୍ମୁ ଓ କଶ୍ମୀର
|
| 8 |
ଶ୍ରୀ ସାଜାଦ୍ ଅହମ୍ମଦ ଖାନ
|
ସେକ୍ସନ ଅଧିକାରୀ/ଉପ ଅଧିକ୍ଷକ
|
ଜମ୍ମୁ ଓ କଶ୍ମୀର
|
| 9 |
ଶ୍ରୀ ସତୀଶ ଚନ୍ଦର
|
ଏସଜି ୱାର୍ଡର
|
ଜମ୍ମୁ ଓ କଶ୍ମୀର
|
| 10 |
ଶ୍ରୀ ଏନ ରବିନ୍ଦ୍ରନ
|
ଯୁଗ୍ମ ଅଧିକ୍ଷକ
|
କେରଳ
|
| 11 |
ଶ୍ରୀ ସୁରେଶ ଏ କେ
|
ଉପ ଅଧିକ୍ଷକ
|
କେରଳ
|
| 12 |
ଶ୍ରୀ ମିନିମୋଲ ପିଏସ
|
ଅତିରିକ୍ତ ଅଧିକ୍ଷକ ଗ୍ରେଡ୍ 1
|
କେରଳ
|
| 13 |
ଶ୍ରୀ ସଞ୍ଜୀବ ଖାରେ
|
ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ
|
ମଧ୍ୟପ୍ରଦେଶ
|
| 14 |
ଶ୍ରୀ ଦିନେଶ ସି ରାୱତ
|
ସହାୟକ ଗ୍ରେଡ 1
|
ମଧ୍ୟପ୍ରଦେଶ
|
| 15 |
ଶ୍ରୀ ବାଲ୍ମିକୀ ପ୍ରସାଦ ତ୍ରିପାଠୀ
|
ମୁଖ୍ୟ ୱାର୍ଡର
|
ମଧ୍ୟପ୍ରଦେଶ
|
| 16 |
ଶ୍ରୀ ରମ୍ଭାଦୁର କୋଲ୍
|
ମୁଖ୍ୟ ୱାର୍ଡର
|
ମଧ୍ୟପ୍ରଦେଶ
|
| 17 |
ଶ୍ରୀ ତୌସିଫ ଅହମ୍ମଦ
|
ୱାର୍ଡର
|
ମଧ୍ୟପ୍ରଦେଶ
|
| 18 |
ଶ୍ରୀ ଶ୍ୟାମସୁନ୍ଦର ଦୁବେ
|
ୱାର୍ଡର
|
ମଧ୍ୟପ୍ରଦେଶ
|
| 19 |
ମହମ୍ମଦ କଲାମ ଶାହ
|
ମୁଖ୍ୟ ୱାର୍ଡର
|
ମଣିପୁର
|
| 20 |
ଶ୍ରୀ ଡୋମିନିକ୍ ୱାର୍ଜିରି
|
ୱାର୍ଡର
|
ମେଘାଳୟ
|
| 21 |
ଶ୍ରୀ ରିଉସ ସୁତିଙ୍ଗ
|
ହାବିଲଦାର
|
ମେଘାଳୟ
|
| 22 |
ଶ୍ରୀ ଡକ୍ଟର ଓବେନ୍ ୟାନ୍ଥାନ
|
ଜେଲର
|
ନାଗାଲାଣ୍ଡ
|
| 23 |
ଶ୍ରୀ ଦିଲିପ କୁମାର କେରକେଟା
|
ଜେଲର
|
ଓଡ଼ିଶା
|
| 24 |
ଶ୍ରୀ ଜର୍ଣ୍ଣେଲ ସିଂ
|
ଅତିରିକ୍ତ ଅଧିକ୍ଷକ
|
ପଞ୍ଜାବ
|
| 25 |
ଶ୍ରୀ ସୁର୍ଜିତ ସିଂ
|
ମୁଖ୍ୟ ୱାର୍ଡର
|
ପଞ୍ଜାବ
|
| 26 |
ଶ୍ରୀ ଟି. ବରନିତରନ
|
ଅତିରିକ୍ତ ଜେଲର
|
ତାମିଲନାଡ଼ୁ
|
| 27 |
ଶ୍ରୀମତୀ ଭି. ପ୍ରିୟା
|
ଅତିରିକ୍ତ ଜେଲର
|
ତାମିଲନାଡ଼ୁ
|
| 28 |
ଶ୍ରୀ କେ. ବାସ୍କର
|
ଗ୍ରେଡ 1 ୱାର୍ଡର
|
ତାମିଲନାଡ଼ୁ
|
| 29 |
ଶ୍ରୀ ଏମ. ପାନ୍ଥୁ
|
ପ୍ରଧାନ ମୁଖ୍ୟ ୱାର୍ଡର
|
ତେଲଙ୍ଗାନା
|
| 30 |
ଶ୍ରୀ ଘଣ୍ଟା ରତ୍ନ ରାଓ
|
ମୁଖ୍ୟ ୱାର୍ଡର
|
ତେଲଙ୍ଗାନା
|
| 31 |
ଶ୍ରୀ ବି. ନରସିଂହ ରାଓ
|
ମୁଖ୍ୟ ୱାର୍ଡର
|
ତେଲଙ୍ଗାନା
|
| 32 |
ଶ୍ରୀ ଟିଙ୍କାରୀ ଲାଲ ଘୋଷ
|
ପ୍ରଧାନ ମୁଖ୍ୟ ୱାର୍ଡର
|
ପଶ୍ଚିମବଙ୍ଗ
|
| 33 |
ଶ୍ରୀ ସୁତନୁ ମାଲାକାର
|
ୱାର୍ଡର
|
ପଶ୍ଚିମବଙ୍ଗ
|
| 34 |
ସୁଶ୍ରୀ କମଲେଶ
|
ସହାୟକ ଅଧିକ୍ଷକ
|
ଦିଲ୍ଲୀ
|
| 35 |
ଶ୍ରୀ ପ୍ରେମ ଚନ୍ଦ ମାଞ୍ଝୀ
|
ସହାୟକ ଅଧିକ୍ଷକ
|
ଦିଲ୍ଲୀ
|
| 36 |
ଶ୍ରୀ ଅରୁଣ ତୋମାର
|
ମୁଖ୍ୟ ୱାର୍ଡର
|
ଦିଲ୍ଲୀ
|
| 37 |
ଶ୍ରୀ ସଞ୍ଜୀବ କୁମାର
|
ମୁଖ୍ୟ ୱାର୍ଡର
|
ଦିଲ୍ଲୀ
|
********
P.S.
(Release ID: 1792433)
Visitor Counter : 281