ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଅଗ୍ନି -୫, ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ସଫଳତାର ସହିତ ଉତ୍‍କ୍ଷେପଣ ହୋଇଛି

ପୋଷ୍ଟ କରାଯିବା ଦିନାଙ୍କ: 27 OCT 2021 8:25PM by PIB Bhubaneswar

ମୁଖ୍ୟ ଆକର୍ଷଣ:

  • ଅଗ୍ନି - ଅତ୍ୟନ୍ତ ସଠିକ ଭାବେ ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ
  • ତିନି-ପର୍ଯ୍ୟାୟ କଠିନ ଇନ୍ଧନ ଇଞ୍ଜିନ ବ୍ୟବହାର କରାଯାଏ
  • ଭାରତର ନୀତି ଅନୁଯାୟୀ "ସର୍ବନିମ୍ନ ପ୍ରତିରୋଧପାଇଁ ସଫଳ ଉତ୍କ୍ଷେପଣ ଯାହା "ପ୍ରଥମେ ବ୍ୟବହାର ହେବନାହିଁପ୍ରତି ପ୍ରତିବଦ୍ଧତାକୁ ଦୋହ ରାଇଥାଏ

ଅକ୍ଟୋବର ୨୭, ୨୦୨୧ ରେ ଓଡିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ପ୍ରାୟ ୧୯.୫୦ ଘଣ୍ଟା ମଧ୍ୟରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଏକ ସଫଳ ଉତକ୍ଷେପଣ କରାଯାଇଥିଲା ତିନି ପର୍ଯ୍ୟାୟ କଠିନ ଇନ୍ଧନଯୁକ୍ତ ଇଞ୍ଜିନ୍ ବ୍ୟବହାର ହେଉଥିବା ଏହି କ୍ଷେପଣାସ୍ତ୍ର ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟକୁ ଅତ୍ୟନ୍ତ ସଠିକତାର ସହିତ ଭେଦ କରିବାରେ ସକ୍ଷମ ଅଟେ

ଅଗ୍ନି - ସଫଳ ପରୀକ୍ଷଣ ଭାରତର ନୀତି ସହିତ ଅନୁରୂପ ଅଟେ ଯାହା "ପ୍ରଥମେ ବ୍ୟବହାର ହେବନାହିଁପ୍ରତି ପ୍ରତିବଦ୍ଧତାକୁ  ଦୋହରାଇଥାଏ

HS


(ରିଲିଜ ଆଡି: 1767053) ପରିଦର୍ଶକ କାଉଣ୍ଟର : 420
ଏହି ରିଲିଜ ପଢନ୍ତୁ : English , Urdu , हिन्दी