ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉଗାଦୀ ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 13 APR 2021 9:12AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଗାଦୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି

ଶ୍ରୀ ମୋଦୀ ଟ୍ଵିଟ୍ କରି କହିଛନ୍ତି :

ଉଗାଦୀର ସ୍ଵତନ୍ତ୍ର ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ

ଆଶା ଏବଂ ନୂଆ ଆରମ୍ଭର ଏହା ସ୍ଵତନ୍ତ୍ର ପର୍ବ । ଉଗାଦୀ ସମସ୍ତଙ୍କ ଜୀବନରେ ଖୁସି ଏବଂ ସମୃଦ୍ଧିର ପ୍ରାଚୁର୍ଯ୍ୟ ଆଣିଦେଉ

 

**********

TRP/


(रिलीज़ आईडी: 1711551) आगंतुक पटल : 247
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam