ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ନୂତନ ସିଏନଜି ପମ୍ପ ସ୍ଥାପନ

Posted On: 15 MAR 2021 1:06PM by PIB Bhubaneshwar

ପିଏନଜିଆରବି ଆଇନ, ୨୦୦୬ ଅନୁସାରେ ଦେଶରେ ସିଟି ଗ୍ୟାସ୍ ବିତରଣ (ସିଜିଡ଼ି) କିମ୍ବା ସ୍ଥାନୀୟ କୌଣସି ଏକ ଭୌଗୋଳିକ କ୍ଷେତ୍ର (ଜିଏ)ରେ ପ୍ରାକୃତିକ ବାଷ୍ପ ବିତରଣ ନେଟୱାର୍କ ସ୍ଥାପନ ନିମନ୍ତେ ବ୍ୟବସ୍ଥା ବିଛାଇବା, ନିର୍ମାଣ କରିବା, ଏହାକୁ କାର୍ଯ୍ୟକାରୀ କରିବା କିମ୍ବା ସମ୍ପ୍ରସାରଣ ନିମନ୍ତେ ଅନୁମତି ପ୍ରଦାନ କରିବା ଲାଗି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ନିୟନ୍ତ୍ରଣ ବୋର୍ଡ଼ (ପିଏନଜିଆରବି) ହେଉଛି କ୍ଷମତାପ୍ରାପ୍ତ ଅଧିକାରୀ । ସିଜିଡ଼ିକୁ ପ୍ରଦାନ କରାଯାଇଥିବା ସର୍ବନିମ୍ନ କାର୍ଯ୍ୟ ଯୋଜନା (ଏମଡବ୍ଲୁପି) କ୍ଷମତା ଅନୁସାରେ ଦେଶର ୨୭ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ କ୍ଷେତ୍ରରେ ଆଗାମୀ ୮- ୧୦ ବର୍ଷ ମଧ୍ୟରେ ୮୧୮୧ଟି ସିଏନଜି ପମ୍ପ୍ ସ୍ଥାପନ କରିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି । ବର୍ତ୍ତମାନ ମଧ୍ୟ ପ୍ରଦେଶରେ ଏମଡ଼ବ୍ଲୁପିର ସୂଚନା ଅନୁସାରେ ୪୧୭ଟି ସିଏନଜି ଷ୍ଟେସନ୍ ପାଇଁ ଅନୁମତି ପ୍ରଦାନ କରାଯାଇଛି ଯାହାକି ପ୍ରାଧିକୃତ ଜିଲ୍ଲାମାନଙ୍କରେ ଆଗାମୀ ୮- ୧୦ ବର୍ଷ ମଧ୍ୟରେ ସ୍ଥାପନ କରାଯିବ । ବର୍ତ୍ତମାନ ପିଏନଜିଆରବି ଛତିଶଗଡ଼ରେ କୌଣସି ଜିଏରେ ସିଜିଡ଼ି ବିକାଶ ନେଟୱାର୍କ ପାଇଁ କୌଣସି ଅନୁମତି ପ୍ରଦାନ କରାଯାଇନାହିଁ । ଏମଡବ୍ଲୁପି ଅନୁସାରେ ସିଏନଜି ଷ୍ଟେସନର ବିସ୍ତୃତ ବିବରଣୀ ନିମ୍ନ ସାରଣୀରେ ପ୍ରଦାନ କରାଯାଇଛି:

 

ସିଏନଜି ପମ୍ପ୍ ସିଜିଡ଼ି ସଂସ୍ଥାମାନଙ୍କ ଦ୍ୱାରା ଜାତୀୟ ରାଜପଥ ପାଶ୍ୱର୍ସ୍ଥାପନ କରାଯାଇଥାଏ ଏବଂ ତାହା ଯୋଜନା ତଥା ବୈଷୟିକ- ବ୍ୟାବସାୟିକ ସମ୍ଭାବ୍ୟତାକୁ ବିଚାର କରି ସ୍ଥାପିତ ହୋଇଥାଏ ।

 

ଦେଶରେ ରାଜ୍ୟୱାରୀ ମୋଟ କମ୍ପ୍ରେସଡ୍ ପ୍ରାକୃତିକ ବାଷ୍ପ (ସିଏନଜି) ଷ୍ଟେସନ୍‌ର ହିସାବ ନିମ୍ନ ସାରଣୀରେ ପ୍ରଦାନ କରାଯାଇଛି । ଏହି ତାଲିକା https://www.pngrb.gov.in/data-bank/PNG.CNG ୱେବସାଇଟ୍‌ରେ ମଧ୍ୟ ଉପଲବ୍ଧ

ସାରଣୀ:

ରାଜ୍ୟୱାରୀ ଦେଶରେ ସ୍ଥାପିତ ସିଏନଜି ଷ୍ଟେସନର ସ୍ଥିତ*

 

 

Sl No.

State/UT (in authorized districts)

CNG Stations

Existing

(as on 31.12.2020)

As per Minimum Work Plan

  1.  

Andhra Pradesh

72

426

  1.  

Andhra Pradesh, Tamil Nadu and Karnataka

-

251

  1.  

Assam

1

72

  1.  

Bihar

10

459

  1.  

Bihar and Jharkhand

-

37

  1.  

Chandigarh (UT)

8

-

  1.  

Daman & Diu and Gujarat

-

35

  1.  

Dadara& Nagar Haveli

7

-

  1.  

Daman and Diu

5

-

  1.  

Goa

4

 

  1.  

Gujarat

731

140

  1.  

Haryana

147

277

  1.  

Haryana and Himachal Pradesh

-

45

  1.  

Haryana and Punjab

-

54

  1.  

Himachal Pradesh

2

10

  1.  

Jharkhand

13

179

  1.  

Karnataka

44

811

  1.  

Kerala

14

763

  1.  

Kerala and Puduchrry

-

185

  1.  

Madhya Pradesh and Rajasthan

-

54

  1.  

Madhya Pradesh and Chhattisgarh

-

20

  1.  

Madhya Pradesh and Uttar Pradesh

-

34

  1.  

Madhya Pradesh

78

309

  1.  

Maharashtra and Gujarat

-

156

  1.  

Maharashtra

423

225

  1.  

National Capital Territory of Delhi (UT)

424

-

  1.  

Odisha

19

116

  1.  

Puducherrry and Tamil Nadu

-

27

  1.  

Puducherry

-

130

  1.  

Punjab

80

278

  1.  

Rajasthan

49

576

  1.  

Tamil Nadu

3

872

  1.  

Telangana

74

268

  1.  

Tripura

11

12

  1.  

Uttar Pradesh

384

785

  1.  

Uttar Pradesh and Uttarakhand

-

91

  1.  

Uttarakhand

11

50

  1.  

West Bengal

8

480

* Some of the GAs authorized by PNGRB span areas in more than one state.

 

କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାରେ

ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି ।

 

*****

ss



(Release ID: 1704912) Visitor Counter : 190


Read this release in: English , Urdu , Marathi , Bengali