ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ଏଲପିଜି ଗ୍ରାହକଙ୍କ ଲାଗି ମିସ୍ଡ କଲ ସେବା ସୁବିଧା

Posted On: 10 MAR 2021 2:24PM by PIB Bhubaneshwar

ଏଲ୍ପିଜି ସିଲିଣ୍ଡର ବୁକିଂ କରିବାପାଇଁ  ତୈଳକମ୍ପାନୀଗୁଡିକ ମିସଡ୍କଲ ସେବା ସୁବିଧା ଉପଲବ୍ଧ କରିଛନ୍ତି ମିସ୍ କଲ ସେବା ସୁବିଧା ପାଇଁ ଉପଲବ୍ଧ ଟେଲିଫୋନ୍ନମ୍ବରଗୁଡିକ ହେଉଛି :

IOCL – 8454955555

BPCL  - 7710955555

HPCL - 9439602222

ଏହି ସୂଚନା କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲିଖିତ ଉତ୍ତର ଆକାରରେ ରାଜ୍ୟ ସଭାରେ ପ୍ରଦାନ କରିଛନ୍ତି

****

HS



(Release ID: 1703914) Visitor Counter : 136