କେନ୍ଦ୍ରୀୟ ଲୋକ ସେବା ଆୟୋଗ

ମାର୍ଚ୍ଚ, ଏପ୍ରିଲ ଓ ମେ’ 2020ରେ ୟୁପିଏସସି ଦ୍ୱାରା ଚୂଡାନ୍ତ ନିଯୁକ୍ତି ଫଳାଫଳ

ପୋଷ୍ଟ କରାଯିବା ଦିନାଙ୍କ: 13 JUL 2020 1:54PM by PIB Bhubaneswar

ନିମ୍ନଲିଖିତ ନିଯୁକ୍ତି ଫଳାଫଳ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ଵାରା ମାର୍ଚ୍ଚ, ଏପ୍ରିଲ ଏବଂ ମେ’ 2020ରେ ଚୂଡାନ୍ତ ହୋଇଛି । ସୁପାରିଶ କରାଯାଇଥିବା ପ୍ରାର୍ଥୀଙ୍କୁ ଡାକ ମାଧ୍ୟମରେ ପୃଥକ ପୃଥକ ଭାବରେ ଜଣାଇ ଦିଆଯାଇଛି ।

 

Click here for full list

 

**********

 

 


(ରିଲିଜ ଆଡି: 1638335) ପରିଦର୍ଶକ କାଉଣ୍ଟର : 219