ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ରୁଦ୍ରଙ୍କଶ ବାଲାସାହେବ ପାଟିଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
21 SEP 2026 7:28PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ୧୦ ମିଟର ଏୟାର ରାଇଫଲ ପୁରୁଷ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ରୁଦ୍ରଙ୍କଶ ବାଲାସାହେବ ପାଟିଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କର ଧ୍ୟାନ ଏବଂ ଅନୁଶାସନ ସର୍ବତ୍ର ପ୍ରଶଂସନୀୟ ଥିଲା।
ଶ୍ରୀ ମୋଦୀ 'ଏକ୍ସ ’ରେ ପୋଷ୍ଟ କରିଛନ୍ତି:
୧୦ ମିଟର ଏୟାର ରାଇଫଲ ପୁରୁଷ ଏସୀୟ କ୍ରୀଡା ଇଭେଣ୍ଟରେ ବ୍ରୋଞ୍ଜ ଜିତିବା ପାଇଁ ରୁଦ୍ରଙ୍କଶ ବାଲାସାହେବ ପାଟିଲଙ୍କୁ ଅଭିନନ୍ଦନ! ତାଙ୍କର ଧ୍ୟାନ ଏବଂ ଶୃଙ୍ଖଳା ସର୍ବତ୍ର ପ୍ରଶଂସନୀୟ ଥିଲା | ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
HS
(ରିଲିଜ ଆଡି: 2313718)
ପରିଦର୍ଶକ କାଉଣ୍ଟର : 3
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam