ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନିରନ୍ତର ପ୍ରୟାସର ମୂଲ୍ୟ ଉପରେ ଗୁରୁତ୍ୱାରୋପ କରି ସଂସ୍କୃତ ସୁଭାଶିତମକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
18 MAY 2026 2:04PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସ୍କୃତ ସୁଭାଶିତମକୁ ସେୟାର କରି ଗୁରୁତ୍ୱାରୋପ କରିଛନ୍ତି ଯେ ନିରନ୍ତର ପ୍ରୟାସ ଦ୍ୱାରା ଜଣେ ଧୀରେ ଧୀରେ ଜ୍ଞାନ, ସମ୍ପଦ ଏବଂ ଧର୍ମ ହାସଲ କରିପାରିବ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି –
‘‘ଜଳବିନ୍ଦୁନିପାତେନ କ୍ରମଶଃ ପୂର୍ୟତେ ଘଟଃ ।
ସଃ ହେତୁଃ ସର୍ବବିଦ୍ୟାନାଂ ଧର୍ମସ୍ୟ ଚ ଧନସ୍ୟ ଚ ।।’’
ଶ୍ରୀ ମୋଦୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:
‘‘ଜଳବିନ୍ଦୁନିପାତେନ କ୍ରମଶଃ ପୂର୍ୟତେ ଘଟଃ ।
ସଃ ହେତୁଃ ସର୍ବବିଦ୍ୟାନାଂ ଧର୍ମସ୍ୟ ଚ ଧନସ୍ୟ ଚ ।।’’
HS
(ରିଲିଜ ଆଡି: 2262382)
ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam