ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସନ୍ଥ କବୀର ଦାସଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 JUN 2025 10:18AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଥ କବୀର ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କୁ ହାର୍ଦ୍ଧିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏଥିସହ ସାମାଜିକ ସଦ୍ଭାବ ଏବଂ ସୁଧାର ପାଇଁ ତାଙ୍କର ଆଜୀବନ ସମର୍ପଣକୁ ସ୍ମରଣ କରିଛନ୍ତି

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

ସାମାଜିକ ସଦ୍ଭାବ ତଥା ସଂସ୍କାର ପ୍ରତି ଆଜୀବନ ସମର୍ପିତ ରହିଥିବା ସନ୍ଥ କବୀର ଦାସଙ୍କୁ ତାଙ୍କ ଜୟନ୍ତୀରେ ମୋର କୋଟି କୋଟି ପ୍ରଣାମ ତାଙ୍କର ଦୋହାରେ ଶବ୍ଦର ସରଳତା ସହିତ ଭାବର ଗଭୀରତା ମଧ୍ୟ ରହିଛି ସେଥିପାଇଁ ଆଜି ବି ଭାରତୀୟ ଜନମାନସ ଉପରେ ସେଗୁଡିକର ଗଭୀର ପ୍ରଭାବ ଦେଖିବାକୁ ମିଳୁଛି ସମାଜରୁ କୁସଂସ୍କାର ଦୂର କରିବାରେ ତାଙ୍କର ଯୋଗଦାନକୁ ସର୍ବଦା ଶ୍ରଦ୍ଧାପୂର୍ବକ ସ୍ମରଣ କରାଯିବ

 

SR


(ରିଲିଜ ଆଡି: 2136136) ପରିଦର୍ଶକ କାଉଣ୍ଟର : 29