ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଛଠ୍ ର ସନ୍ଧ୍ୟା ଅର୍ଘ୍ୟ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା
प्रविष्टि तिथि:
07 NOV 2024 3:20PM by PIB Bhubaneshwar
ଆଜି ଛଠ୍ ର ପବିତ୍ର ସନ୍ଧ୍ୟା ଅର୍ଘ୍ୟ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଛଠ୍ ର ସନ୍ଧ୍ୟା ଅର୍ଘ୍ୟର ପବିତ୍ର ମୁହୂର୍ତ୍ତ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଶେଷ ଶୁଭେଚ୍ଛା ଜଣାଇଛନ୍ତି । ସଂଯମ, ସଂକଳ୍ପ ଓ ସମର୍ପଣର ପ୍ରତୀକ ଏହି ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଏବଂ ସୌଭାଗ୍ୟ ନେଇ ଆସୁ । ଜୟ ଛଠୀ ମେୟା!”
SR
(रिलीज़ आईडी: 2071653)
आगंतुक पटल : 40
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam