ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ପୁଲିସ ମୁଖ୍ୟ ପ୍ରକାଶ ସିଂହ
Posted On:
03 SEP 2024 10:51AM by PIB Bhubaneshwar
ପୂର୍ବତନ ପୁଲିସ ମୁଖ୍ୟ ପ୍ରକାଶ ସିଂହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁଭେଟିଛନ୍ତି ।
ଭାରତରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଦିଗରେ ତାଙ୍କ ଆଗ୍ରହକୁ ଶ୍ରୀ ମୋଦୀପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଦେଶର ଜଣେ ବିଶିଷ୍ଟ ପୁଲିସ ଅଫିସର ଶ୍ରୀ ପ୍ରକାଶ ସିଂହ ଜୀଙ୍କୁ ଭେଟିବାବାସ୍ତବରେ ଆନନ୍ଦର ବିଷୟ । ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେତାଙ୍କର ଆଗ୍ରହ ବେଶ୍ ଉଲ୍ଳେଖନୀୟ । @singh_prakash”
SR
(Release ID: 2051534)
Visitor Counter : 25
Read this release in:
Telugu
,
English
,
Urdu
,
Hindi
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam