ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଟିଂ ରିଟ୍ରିଟ୍ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 29 JAN 2024 10:04PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି  ବିଟିଂ ରିଟ୍ରିଟ୍ ସମାରୋହରେ ଯୋଗ ଦେଇଥିଲେ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

"ଆଜି ସନ୍ଧ୍ୟାରେ ବିଟିଂ ରିଟ୍ରିଟ ସମାରୋହରେ ଯୋଗ ଦେଇଥିଲି।"


(ରିଲିଜ ଆଡି: 2000541) ପରିଦର୍ଶକ କାଉଣ୍ଟର : 111