ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରଭାବରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 11 APR 2023 6:33PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରଭାବରେ ସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆମ ଚାଷୀ ଭାଇ ଓ ଭଉଣୀଙ୍କ ମୁହଁରେ ହସ ଭରି ଦେଇଛି, ଏହାଠାରୁ ବଳି ବଡ ଖୁସି ଆଉ କଣ ହୋଇପାରେ ।

ରାଜ୍ୟସଭା ସାଂସଗ ଶ୍ରୀ ରାମଚନ୍ଦର ଜାଙ୍ଗରା ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳ ସମ୍ପର୍କରେ ଜଣାଇଥିଲେ ।

ରାଜ୍ୟସଭା ସାଂସଦଙ୍କ ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆମ ଚାଷୀ ଭାଇ ଓ ଭଉଣୀଙ୍କ ମୁହଁରେ ହସ ଭରି ଦେଇଛି, ଏହାଠାରୁ ବଳି ବଡ ଖୁସି ଆଉ କଣ ହୋଇପାରେ ।

 

SR


(रिलीज़ आईडी: 1915695) आगंतुक पटल : 220
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Kannada , Malayalam