ରେଳ ମନ୍ତ୍ରଣାଳୟ
ଓଡିଶା ପାଇଁ ରେକର୍ଡ ବଜେଟ ବ୍ୟୟ ବରାଦ
ଓଡିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ 10,012 କୋଟି ଟଙ୍କା
प्रविष्टि तिथि:
03 FEB 2023 8:35PM by PIB Bhubaneshwar
● ନୂଆ ଲାଇନ / ଦୋହରିକରଣ / ଗେଜ ପାରିବର୍ତନ: 37 ପ୍ରକଳ୍ପ; 4,643 କିମି; 55,219 କୋଟି
● ବଜେଟ ବ୍ୟୟ ବରାଦ :
|
#
|
Items
|
2009-14
|
2023-24
|
|
1
|
ହାରାହାରି ବାର୍ଷିକ ବଜେଟ ଖର୍ଚ (କୋଟି)
|
838
|
10,012 (12 ଗୁଣ)
|
● 284 କୋଟି ବ୍ୟୟ ବରାଦ ନୂତନ ଜନାଜାତିୟ ଗୌରବ କରିଡର ପାଇଁ
● 284 କୋଟି ବ୍ୟୟ ବରାଦ ନୂତନ ଶକ୍ତି କରିଡର ପାଇଁ
● 57 କୋଟି ବ୍ୟୟ ବରାଦ ନୂତନ ପୋର୍ଟ ସଂଯୋଗୀକରଣ ପାଇଁ
● ବାର୍ଷିକ ଅନୁପାତିକ କିମି 2022-23 ରେ (ଜାନୁୟାରୀ-2023 ପର୍ଯ୍ୟନ୍ତ ): 423
● ବାର୍ଷିକ ଅନୁପାତିକ କିମି 2009-14 ମଧ୍ୟରେ : 53.4
● ରୋଡ ଓଭର ବ୍ରିଜ /ରୋଡ ଅଣ୍ଡର ବ୍ରିଜ ନିର୍ମାଣ 2014 ଠାରୁ : 417
● ଓଡିଶାରେ ଚାଲୁରହିଥିବା ସର୍ଭେ ( 62 ସର୍ଭେ, 2,768 କିମି)
● ପୂର୍ବତଟ ରେଳପଥ ପାଇଁ ସମୁଦାୟ ବଜେଟ ଆବଣ୍ଟନ (ଆନ୍ଧ୍ରା ପ୍ରଦେଶ, ଛତିଶଗଡ ଓ ଓଡିଶା ଅଂସ ସହିତ) : 11,285.28 କୋଟି ଟଙ୍କା.
● OSOP :
# ଏକ ଷ୍ଟେସନ ଏକ ପ୍ରଡ଼କ୍ଟ ଯୋଜନା ମାଧ୍ୟମରେ 28 ଷ୍ଟେସନ ଚିହ୍ନିତ
■ ପୁରୀ: ପଟ୍ଟଚିତ୍ର ଏବଂ ପିପିଲି ଆପ୍ଲିକ, ମିଠା
■ କଟକ: ରୂପା କାରୁକାର୍ଯ୍ୟ, ବୟନଶିଳ୍ପ, ହସ୍ତଶିଳ୍ପ
■ ରାଉରକେଲା: ଜନଜାତିୟ ଉତ୍ପାଦ ଏବଂ ଭର୍ମୀ କମ୍ପୋଷ୍ଟ
■ କୋରାପୁଟ: କୋଟପାଡ ଶାଢୀ, ଖେଳଣା
■ ଢେଙ୍କାନାଳ: ଢୋକ୍ରା କାଷ୍ଟିଙ୍ଗ, ଜନାଜାତିୟ ଗହଣା
■ ସମ୍ବଲପୁର: ସମ୍ବଲପୁରୀ ଶାଢୀ ଓ ପୋଷାକ, ଟେରାକୋଟା
■ ଟିଟିଲାଗଡ: ବାଉଁଶ କାରୁକାର୍ଯ୍ୟ ଓ କାରିଗରି
ଅମୃତ ଭାରତ ଷ୍ଟେସନ ଯୋଜନା : ଓଡିଶା ( 57 ଷ୍ଟେସନ)
|
#
|
Station
|
Cost (Rs. Cr.)
|
Target date for NIT
|
Target date for
tender opening
|
Target date for
tender finalization
|
|
1
|
Puri
|
162
|
ଟେଣ୍ଡର ପ୍ରଦତ୍ତ 22.072022
ପ୍ରଗତି :
● ସାଇଟ ଅଫିସ ଓ ଲେବର କ୍ୟାମ୍ପ ସ୍ଥାପନ
● ସାଇଟ ସର୍ଭେ ଓ ଜିଓଟେକନିକାଲ ପରୀକ୍ଷ୍ୟଣ ସମାପ୍ତ
● ପ୍ରକଳ୍ପ ପ୍ରାରମ୍ଭ ପାଇଁ ଜାଗା ନିମନ୍ତେ ବର୍ତମାନର ଗଠନ ପ୍ରହନଳୀକୁ ଭଙ୍ଗାଭଙ୍ଗୀ କାର୍ଯ୍ୟ ଆରମ୍ଭ
● ଟିକେଟ କାଉଣ୍ଟର ପାଇଁ ଅସ୍ଥାୟୀ ଗୃହ ନିର୍ମାଣ
|
|
2
|
Bhubaneshwar
|
308
|
ଟେଣ୍ଡର ପ୍ରଦତ୍ତ 24.08.2022
ପ୍ରଗତି:
● ସାଇଟ ଅଫିସ ସ୍ଥାପନ
● ସାଇଟ ସର୍ଭେ ଓ ଜିଓଟେକନିକାଲ ପରୀକ୍ଷ୍ୟଣ ଚାଲୁରହିଛି
● ପ୍ରକଳ୍ପ ପ୍ରାରମ୍ଭ ପାଇଁ ଅସ୍ଥାୟୀ ସ୍ଥାନାନ୍ତର ଚାଲୁରହିଛି
|
|
3
|
Cuttack
|
303
|
06.09.2022
|
21.10.2022
|
10.02.2023
|
|
Total Cost
|
773 Cr
|
|
|
|
|
10 ଟି ଷ୍ଟେସନରେ ତକନିକ ଅର୍ଥନୈତିକ ଅଧ୍ୟୟନ ଆରମ୍ଭ
ନୂଆ ଭୁବନେଶ୍ବର, ରାୟଗଡା, ସମ୍ବଲପୁର, ଭଦ୍ରକ, ବ୍ରହ୍ମପୁର, ଯାଜପୁର କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ, ବାଲେଶ୍ଵର, ଝାରସୁଗୁଡା, ରାଉରକେଲା
27 ଟି ଷ୍ଟେସନରେ କାର୍ଯ୍ୟ ଚାଲୁରହିଅଛି |
ଢେଙ୍କାନାଳ, ତାଳଚେର ରୋଡ, ପାରାଦୀପ, ମଞ୍ଚେଶ୍ଵର, କେନ୍ଦୁଝରଗଡ, କୋରାପୁଟ, ଜୟପୁର, ତାଳଚେର, ଟିଟଲାଗଡ, ବଲାଙ୍ଗୀର, କେଶିଙ୍ଗା, କଣ୍ଟାବାଞ୍ଜି, ସମ୍ବଲପୁର ସିଟି, ଭାବନିପାଟନା, ଝାରସୁଗୁଡା ରୋଡ, ରେଢାଖୋଲ, ପାରଳାଖେମୁଣ୍ଡି, ବାରିପଦା, ଜଳେଶ୍ଵର, ରାଇରଙ୍ଗପୁର, ବ୍ରଜରାଜନଗର, ବଡ଼ବିଲ, ଅନୁଗୁଳ, ବାଲୁଗାଁ,
57 ଷ୍ଟେସନ
ଅନୁଗୁଳ, ବାଦାମପାହାଡ, ବଲାଙ୍ଗୀର, ବାଲେଶ୍ଵର, ବାଲୁଗାଁ, ବଡ଼ବିଲ, ବରଗଡ ରୋଡ, ବାରିପଦା, ବରପାଲି, ବେଳପାହାଡ, ବେତନଟୀ, ଭଦ୍ରକ, ଭାବନିପାଟନା, ଭୁବନେଶ୍ବର, ବିମଳାଗଡ, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦମନଯୋଡି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କରରୋଡ, ହୀରାକୁଦ, ଯାଜପୁର କେନ୍ଦୁଝର ରୋଡ, ଜଳେଶ୍ଵର, ଜରୋଲି, ଜୟପୁର, ଝାରସୁଗୁଡା, ଝାରସୁଗୁଡା ରୋଡ, କଣ୍ଟାବାଞ୍ଜି, କେନ୍ଦୁଝରଗଡ, କେଶିଙ୍ଗା, ଖରିଆର ରୋଡ, ଖୋର୍ଦ୍ଧା ରୋଡ, କୋରାପୁଟ, ଲିଙ୍ଗରାଜ ଟେମ୍ପୁଲ ରୋଡ, ମଞ୍ଚେଶ୍ଵର, ମେରମଣ୍ଡଳୀ, ମୁନିଗୁଡା, ନୂଆ ଭୁବନେଶ୍ବର, ପାନପୋଷ, ପାରାଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡା, ରାଉରକେଲା, ସାକ୍ଷୀ ଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ତାଳଚେର, ତାଳଚେର ରୋଡ, ଟିଟିଲାଗଡ.
କେବିକେ ଜିଲ୍ଲା - 13 ଷ୍ଟେସନ ପୁନଃ ବିକାଶ ପାଇଁ ଚିହ୍ନିତ:
ଟିଟିଲାଗଡ, ବଲାଙ୍ଗୀର, କଣ୍ଟାବାଞ୍ଜି, ହରିଶଙ୍କର ରୋଡ, କେଶିଙ୍ଗା, ଭାବନିପାଟନା, ରାୟଗଡା, ମୁନିଗୁଡା, ଗୁଣୁପୁର, କୋରାପୁଟ, ଜୟପୁର, ଦାମନଯୋଡି, ଖରିଆର ରୋଡ
ଆକାଂକ୍ଷା ଜିଲ୍ଲା- ଷ୍ଟେସନ ବିକାଶ ପାଇଁ 16 ଟି ଷ୍ଟେସନ ଚିହ୍ନିତ:
ଢେଙ୍କାନାଳ, ମେରାମଣ୍ଡଳୀ, ପାରଳାଖେମୁଣ୍ଡି, କେଶିଙ୍ଗା, ଭବାନୀପାଟନା, କୋରାପୁଟ, ଜୟପୁର, ଦାମନଯୋଡି, ରାୟଗଡା, ମୁନିଗୁଡା, ଗୁଣୁପୁର, ଖରିଆର ରୋଡ, ଟିଟିଲାଗଡ, ବଲାଙ୍ଗୀର, କଣ୍ଟାବାଞ୍ଜି, ହରିଶଙ୍କର ରୋଡ







ଓଡିଶାରେ USOF ଯୋଜନା ଗୁଡିକର ସ୍ଥିତି |
● LWE ପ୍ରଭାବିତ ଅଞ୍ଚଳରେ ମୋବାଇଲ ସଂଯୋଗ (LWE-I): ଯୋଜନା କରାଯାଇଥିବା 261 ମୋବାଇଲ ଟାୱାର ମଧ୍ୟରୁ 256 ବିକିରଣ କରୁଛି | ସମସ୍ତ ବିକିରଣ ସାଇଟଗୁଡିକ 4G କୁ ଅପଗ୍ରେଡ କରାଯାଉଛି |
● LWE ପ୍ରଭାବିତ ଅଞ୍ଚଳରେ ମୋବାଇଲ ସଂଯୋଗ -ଚରଣ 2 (LWE-II): ଯୋଜନା ହୋଇଥିବା 483 ଟି ମୋବାଇଲ ଟାୱାର ମଧ୍ୟରୁ 51 ଟି ଟାୱାରକୁ 51 ଟି ସୁରକ୍ଷା ସାଇଟ ଅନ୍ତର୍ଭୁକ୍ତ କରାଯାଇଅଛି ।
● ପାଞ୍ଚଟି ଆକାଂକ୍ଷା ରାଜ୍ୟରେ ଜିଲ୍ଲାଗୁଡିକରେ ଅନ୍ତର୍ଭୁକ୍ତ ହୋଇନଥିବା ଗ୍ରାମ ଗୁଡିକ – ଏହି ପ୍ରକଳ୍ପ ମଧ୍ୟରେ 2379 ମୋବାଇଲ ଟାୱାର ଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଅଛି ଯାହା ଦ୍ଵାରା 3933 ଗ୍ରାମ ଉପକୃତ ହେବ |
● 4G ମୋବାଇଲ ସେବା ପରିତୃପ୍ତ - 2,813 ଗ୍ରାମ |
● ଭାରତନେଟ ପ୍ରକଳ୍ପ- 6,792 ଗ୍ରାମ ପଞ୍ଚାଯତ ମଧ୍ୟରୁ 6,738 ସମ୍ପୂର୍ଣ ହୋଇଛି |
● ଆହୁରି ମଧ୍ୟ, ଭାରତନେଟ ବର୍ତମାନ ଦେଶର ସମସ୍ତ ଗ୍ରାମ ପଞ୍ଚାଯତ / ଗ୍ରାମକୁ ସଂଯୋଗ କରିବ, ଓଡିଶାର ପ୍ରାୟ 13 ଟି ଗ୍ରାମ (ଜିପି ବ୍ଯତୀତ)
● 2023-24 ଆର୍ଥିକ ବର୍ଷ ପାଇଁ ମୋଟ ବଜେଟ ଆବଣ୍ଟନ : 5,183 କୋଟି
ROM
(रिलीज़ आईडी: 1896182)
आगंतुक पटल : 176
इस विज्ञप्ति को इन भाषाओं में पढ़ें:
English