ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ

ପିଏମ- ଦକ୍ଷ ଯୋଜନାର କାର୍ଯ୍ୟାନ୍ୱୟନ

Posted On: 27 JUL 2022 2:02PM by PIB Bhubaneshwar

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟଙ୍କ ଦ୍ୱାରା ପ୍ରାୟ ୨ ଲକ୍ଷ ୭୧ ହଜାର ଅନୁସୂଚିତ ଜାତି, ଅନ୍ୟ ପଛୁଆ ବର୍ଗ, ଅଣବିଜ୍ଞପିତ ଜନଜାତି, ଇବିସି, ଆବର୍ଜନା ସଂଗ୍ରହକାରୀଙ୍କ ସମେତ ସଫେଇ କର୍ମଚାରୀଙ୍କୁ କୁଶଳୀ କରିବାରେ ସହାୟତା ପ୍ରଦାନ ପାଇଁ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବେ ପିଏମ- ଦକ୍ଷ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଅନ୍ତର୍ଗତ ମାଗଣାରେ ତାଲିମ ପ୍ରଦାନ କରାଯାଉଛି । ୨୦୨୦-୨୧ରେ ଓଡିଶାର ୭୩୦ ହିତାଧିକାରୀ ଏହି ଯୋଜନାରେ ତାଲିମ ପାଇଥିବା ବେଳେ ୪୫୩ ଜଣଙ୍କୁ ନିଯୁକ୍ତି ମିଳିଥିଲା ଓ ୨୦୨୧-୨୨ରେ (୨୦.୭.୨୦୨୨ ପର୍ଯ୍ୟନ୍ତ) ୫୧୧ ହିତାଧିକାରୀ ତାଲିମ ପାଇଥିବା ବେଳେ ୨୪୪ ଜଣଙ୍କୁ ନିଯୁକ୍ତି ମିଳିଛି । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ପ୍ରତିମା ଭୌମିକ ଆଜି ରାଜ୍ୟସଭାରେ ଲିଖିତ ଉତ୍ତର ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି ।  

 

Sl. No.

State

2020-21 Beneficiaries trained

2020-21 Placements made *

2021-22 Beneficiaries trained

2021-22 Placements made*

1

Andhra Pradesh

937

392

1846

366

2

Assam

915

490

1977

1016

3

Bihar

2425

1189

2493

1208

4

Chhattisgarh

641

430

905

380

5

Delhi

485

236

236

203

6

Gujarat

921

845

1575

902

7

Haryana

1036

631

775

457

8

Himachal Pradesh

312

206

870

212

9

Jammu and Kashmir

634

389

669

330

10

Jharkhand

348

159

1081

416

11

Karnataka

363

242

946

667

12

Kerala

598

453

514

279

13

Ladakh

55

40

30

21

14

Madhya Pradesh

2583

1278

3090

1430

15

Maharashtra

2419

910

1385

740

16

Manipur

229

189

452

276

17

Meghalaya

55

55

30

23

18

Odisha

730

453

511

244

19

Puducherry

31

8

49

26

20

Punjab

1452

1102

2007

852

21

Rajasthan

1813

985

1642

991

22

Sikkim

155

175

155

78

23

Tamil Nadu

1001

796

885

349

24

Telangana

320

140

616

221

25

Tripura

92

41

509

343

26

Uttar Pradesh

6437

2963

6393

2592

27

Uttarakhand

1062

597

544

196

28

West Bengal

1677

679

3113

789

 

Total

29726

16073

35298

15607

 

SR



(Release ID: 1845461) Visitor Counter : 141


Read this release in: English , Urdu