ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

ସ୍ୱଧାର ଗୃହ କାର୍ଯ୍ୟକ୍ରମ ପାଇଁ ବଜେଟ ଅନୁଦାନ ବୃଦ୍ଧି


ଉପକୃତ ହୋଇଛନ୍ତି ଓଡ଼ିଶାର ମହିଳା

Posted On: 20 JUL 2022 2:42PM by PIB Bhubaneshwar

୨ଠ୨୧-୨ଠ୨୨ରୁ ୨ଠ୨୫-୨୬ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିଶନର ଅନୁମୋଦନ କ୍ରମେ ସମାଜରେ ମହିଳାମାନଙ୍କ ନିରାପତ୍ତା ଏବଂ ସଶକ୍ତିକରଣ ଦିଗରେମିଶନ ଶକ୍ତିଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଛନ୍ତି ସମ୍ବଳସାମର୍ଥ୍ୟନାମରେ ଏହି ଯୋଜନାରେ ଦୁଇଟି ଉପଯୋଜନା ରହିଛି ସମ୍ବଳ ଏକ କାର୍ଯ୍ୟକ୍ରମ ଭାବରେୱାନ ଷ୍ଟପ ସେଣ୍ଟରକାର୍ଯ୍ୟ କରୁଛି ସାମର୍ଥ୍ୟଅଧିନରେସ୍ୱଧାର ଗୃହକାର୍ଯ୍ୟ କରୁଛି ଏସବୁମିଶନ ଶକ୍ତିଅନ୍ତର୍ଗତ କାର୍ଯ୍ୟକ୍ରମ ପଞ୍ଚଦଶ ଅର୍ଥ କମିଶନ ଅବଧିରେ ମିଶନ ଶକ୍ତି ଅଧିନରେ ଥିବାସମ୍ବଳକାର୍ଯ୍ୟକ୍ରମ ପାଇଁ ୨୯୪୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ପୂର୍ବରୁ ଚତୁର୍ଦ୍ଦଶ ଅର୍ଥ କମିଶନରେ ଏହି ପରିମାଣ ୧ଠଠ୨ କୋଟି ଟଙ୍କା ଥିଲା ସେହିପରି ମିଶନ ଶକ୍ତି ଅଧିନରେ ଥିବାସାମର୍ଥ୍ୟଉପଯୋଜନା ନିମିତ୍ତ କେନ୍ଦ୍ରୀୟ ବଜେଟ ଅନୁଦାନ ୧୨,୩୧୮ କୋଟି ଟଙ୍କା ମଞ୍ଜୁର ହୋଇଛି ଚତୁର୍ଦ୍ଦଶ ଅର୍ଥ କମିଶନ ଅବଧିରେ ଏହି ପରିମାଣ ୬୬୩୪ କୋଟି ଟଙ୍କା ଥିଲା- ବିଭିନ୍ନ ରାଜ୍ୟ ମଧ୍ୟରୁ ଓଡ଼ିଶାରେ ୨ଠ୨୧-୨୨ ଅବଧି ମଧ୍ୟରେ ୱାନ ଷ୍ଟପ ସେଣ୍ଟରଗୁଡ଼ିକରେ ୫୩୬୬ ଜଣ ମହିଳା ଉପକୃତ ହୋଇଛନ୍ତି ୨ଠ୧୫ରୁ ୨ଠ୨୧ ଆର୍ଥିକ ବର୍ଷ ମଧ୍ୟରେ ଏହି ସଂଖ୍ୟା ୯୩୩୭ ଥିଲା ଠିକ୍ ସେହିପରି ସ୍ୱଧାର ଗୃହ ଯୋଜନାରେ ୨ଠ୨ଠ-୨୧ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୬୬୭ ମହିଳା ଉପକୃତ ହୋଇଛନ୍ତି ୨ଠ୧୮-୧୯ ଏବଂ ୨ଠ୧୯-୨ଠ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୨୩୪ଠ ଲେଖାଏଁ ଥିଲା

ଏହି ଯୋଜନାରେ ଜିଲ୍ଲା ଏବଂ ରାଜ୍ୟସ୍ତରରେ ମହିଳା ସଶକ୍ତିକରଣ ହବ୍ ପ୍ରତିଷ୍ଠା ତଥା ମହିଳାମାନଙ୍କ ଉନ୍ନତି ନିମିତ୍ତ ଖର୍ଚ୍ଚ କରାଯିବ ଏଥିରେ ମହିଳାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି, ଧନ୍ଦାମୂଳକ ତାଲିମ, ଆର୍ଥିକ ଅନ୍ତର୍ଭୁକ୍ତି ତାଲିମ, ବିଭିନ୍ନ ସଂସା ସହ ସମ୍ପର୍କ ସ୍ଥାପନ, ମହିଳା କର୍ମଚାରୀଙ୍କ ନିରାପତ୍ତା ଏବଂ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି, ଡିଜିଟାଲ ସାକ୍ଷରତା ଆଦି ଦିଗରେ ମଧ୍ୟ ଅର୍ଥ ବ୍ୟୟ ହେବ ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ଉପଯୋଜନା କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ହିତାଧିକାରୀ, ଯୋଜନା କାର୍ଯ୍ୟକାରୀ କରୁଥିବା କର୍ତ୍ତୃପକ୍ଷ, ନାଗରିକ ସମାଜ ସମ୍ପୃକ୍ତ ଅନୁଷ୍ଠାନମାନଙ୍କୁ ନେଇ ଗତ ଅପ୍ରେଲ ମାସରେ ଭୁବନେଶ୍ୱର ସମେତ ଚଣ୍ଡୀଗଡ଼, ବେଙ୍ଗାଲୁରୁ, ଗୁଆହାଟୀ ଏବଂ ମୁମ୍ବାଇ ଠାରେ ସମ୍ମିଳନୀ, ଆଲୋଚନାଚକ୍ର ଆଦି ଆୟୋଜିତ ହୋଇଯାଇଛି

 

ANNEXURE

 

State-wise number of beneficiaries/ women assisted under One Stop Centre (OSC) and Swadhar Greh Scheme

 

ONE STOP CENTRE

 

SL

States/UTs

01.04.2015 to 31.03.2021

2021-22

1

Andaman and Nicobar Islands

1563

114

2

Andhra Pradesh

29177

4049

3

Arunachal Pradesh

878

216

4

Assam

4351

3852

5

Bihar

14023

7002

6

Chandigarh

766

153

7

Chhattisgarh

25236

5007

8

Dadra & Nagar Haveli and Daman &Diu

764

139

9

Delhi

1956

3869

10

Goa

2542

1434

11

Gujarat

11875

6583

12

Haryana

12259

7080

13

Himachal Pradesh

300

348

14

Jammu & Kashmir

3918

1544

15

Jharkhand

979

715

16

Karnataka

5331

4396

17

Kerala

5327

4420

18

Ladakh

27

0

19

Lakshadweep

0

0

20

Madhya Pradesh

35937

14573

21

Maharashtra

7116

5462

22

Manipur

249

382

23

Meghalaya

682

665

24

Mizoram

387

205

25

Nagaland

530

275

26

Odisha

9337

5366

27

Puducherry

287

56

28

Punjab

6696

2840

29

Rajasthan

11443

19241

30

Sikkim

410

237

31

Tamil Nadu

12911

14391

32

Telangana

24949

12753

33

Tripura

154

0

34

Uttar Pradesh

157620

18063

35

Uttarakhand

3900

1462

36

West Bengal

0

 

 

Total

393880

146892

 

 

 

SWADHAR GREH SCHEME

 

SL

States/UTs

2018-19

2019-20

2020-21

1

Andhra Pradesh

780

901

433

2

Arunachal Pradesh

30

16

22

3

Assam

510

510

242

4

Andaman and Nicobar (UT)

8

8

9

5

Bihar

0

0

0

6

Chandigarh

30

17

8

7

Chhattisgarh

90

84

46

8

Dadra & Nagar Haveli

0

0

0

9

Daman & Diu

0

0

0

10

Delhi

60

33

41

11

Goa

0

0

0

12

Gujarat

120

120

117

13

Haryana

30

0

0

14

Himachal Pradesh

1

-

9

15

Jammu & Kashmir

90

160

27

16

Jharkhand

90

14

18

17

Karnataka

1380

1383

1462

18

Kerala

210

473

165

19

Lakshadweep

0

0

0

20

Madhya Pradesh

240

240

273

21

Maharashtra

1500

1500

126

22

Manipur

690

664

431

23

Mizoram

330

112

90

24

Meghalaya

60

60

15

25

Nagaland

60

60

34

26

Odisha

2340

2340

1667

27

Punjab

60

30

34

28

Puducherry

30

30

10

29

Rajasthan

180

180

203

30

Sikkim

30

22

18

31

Tamil Nadu

1050

1050

864

32

Telangana

570

831

389

33

Tripura

120

120

64

34

Uttar Pradesh

390

390

344

35

Uttrakhand

120

120

-

36

West Bengal

1440

1440

806

 

Total

12639

12908

7967

 

*****

 

SSD/MB



(Release ID: 1843316) Visitor Counter : 146


Read this release in: English , Urdu