ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗରିବଙ୍କ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା: ପ୍ରଧାନମନ୍ତ୍ରୀ

Posted On: 13 APR 2022 1:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗରିବଙ୍କ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ କରୋନା ମହାମାରୀ ସମୟରେ ମଧ୍ୟ ଆମେ ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ

ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆମର ନାଗରିକମାନଙ୍କୁ ଭରସା ଦେଇଛି ଯେ ସରକାର ପ୍ରତ୍ୟେକ ଅସୁବିଧାରେ ସେମାନଙ୍କ ସହ ଛିଡା ହୋଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଗରିବଙ୍କ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ କରୋନା ମହାମାରୀ ସମୟରେ ମଧ୍ୟ ଆମେ ଏଥି ପ୍ରତି ପ୍ରତିବଦ୍ଧ ରହିଥିଲୁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦେଶବାସୀଙ୍କୁ ଭରସା ଦେଇଛି ଯେ ସରକାର ପ୍ରତ୍ୟେକ ଅସୁବିଧାରେ ସେମାନଙ୍କ ସହ ଛିଡା ହୋଇଛନ୍ତି

HS



(Release ID: 1816345) Visitor Counter : 121