ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏୟାର ଭାଇସ ମାର୍ଶଲ (ଅବସରପ୍ରାପ୍ତ) ଚନ୍ଦନ ସିଂହ ରାଠୋରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 29 MAR 2020 3:20PM by PIB Bhubaneshwar

ଏୟାର ଭାଇସ ମାର୍ଶଲ (ଅବସରପ୍ରାପ୍ତ) ଚନ୍ଦନ ସିଂହ ରାଠୋରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

“ଏୟାର ଭାଇସ ମାର୍ଶଲ (ଅବସରପ୍ରାପ୍ତ) ଚନ୍ଦନ ସିଂହ ରାଠୋରଙ୍କ ତ୍ରୁଟିଶୂନ୍ୟ ସେବା ଲାଗି ଭାରତ ତାଙ୍କୁ ସଦା ସର୍ବଦା ମନେ ରଖିବ ବାୟୁ ସେନାର ସେ ଜଣେ ସାହସୀ ଯୋଦ୍ଧା ଥିଲେଏକ ବଳିଷ୍ଠ ଓ ସୁରକ୍ଷିତ ଭାରତ ନିର୍ମାଣରେ ତାଙ୍କର ଅବଦାନ ଥିଲା । ତାଙ୍କର ମୃତ୍ୟୁରେ ମୁଁ ମର୍ମାହତ । ତାଙ୍କ ପରିବାର ପ୍ରତି ମୋର ସହାନୁଭୂତି ରହିଛି । ଓମ ଶାନ୍ତି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********

 



(Release ID: 1609260) Visitor Counter : 71


Read this release in: English