ପ୍ରତିରକ୍ଷା ମନ୍ତ୍ରଣାଳୟ
ପିଏମ କେୟାର୍ସ ପାଣ୍ଠିକୁ ଗୋଟିଏ ଦିନର ଦରମା ପ୍ରଦାନ କରିବେ ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀ
500 କୋଟି ଟଙ୍କାର ଯୋଗଦାନ ରାଶି ସଂଗ୍ରହ ସମ୍ଭାବନା
प्रविष्टि तिथि:
29 MAR 2020 5:53PM by PIB Bhubaneswar
କୋଭିଡ19ର ମୁକାବିଲା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀ ପିଏମ କେୟାର୍ସ ପାଣ୍ଠିକୁ ଗୋଟିଏ ଦିନର ଦରମା ପ୍ରଦାନ କରିବେ । ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରଜନାଥ ସିଂହ ଅନୁମୋଦନ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଶାଖା ଯେପରିକି ସ୍ଥଳସେନା, ବାୟୁସେନା, ନୌ ସେନା ଓ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଦିରୁ ପ୍ରାୟ 500 କୋଟି ଯୋଗଦାନ ରାଶି ସଂଗ୍ରହ ଆଶା କରାଯାଉଛି ।
**********
(रिलीज़ आईडी: 1609050)
आगंतुक पटल : 201
पृष्ठभूमि रिलीज़
MoD employees to contribute one day salary to PM-CARES Fund; Rs 500 crore contribution expected
इस विज्ञप्ति को इन भाषाओं में पढ़ें:
English