ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 MAR 2020 11:35AM by PIB Bhubaneswar

କୋଭିଡ19 ପଜିଟିଭ ଟେଷ୍ଟ ରିପୋର୍ଟ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ମି.ବୋରିସ ଜନସନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରିୟ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଆପଣ ଜଣେ ଯୋଦ୍ଧା ଏବଂ ଆପଣ ଏହି ଚାଲେଞ୍ଜକୁ ବି ଅତିକ୍ରମ କରିବେଆପଣଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ଏବଂ ସୁସ୍ଥ ବ୍ରିଟେନ ପାଇଁ ମୋର ଶୁଭେଚ୍ଛା ଜଣାଉଛି

**********


(ରିଲିଜ ଆଡି: 1608740) ପରିଦର୍ଶକ କାଉଣ୍ଟର : 215
ଏହି ରିଲିଜ ପଢନ୍ତୁ : English