ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ସଂକ୍ରମଣ ନେଇ ଆଜି ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 24 MAR 2020 1:47PM by PIB Bhubaneshwar

କୋଭିଡ-19 ସଂକ୍ରମଣ ବିଷୟରେ ଆଜି ଅର୍ଥାତ 24 ମାର୍ଚ୍ଚ, 2020 ସନ୍ଧ୍ୟା 8 ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରିବେ

ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜି ଅର୍ଥାତ 24 ମାର୍ଚ୍ଚ, 2020 ସନ୍ଧ୍ୟା 8 ଘଣ୍ଟା ସମୟରେ କୋଭିଡ-19 ସଂକ୍ରମଣ ବିଷୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବି”

**********


(ରିଲିଜ ଆଡି: 1607887) ପରିଦର୍ଶକ କାଉଣ୍ଟର : 202
ଏହି ରିଲିଜ ପଢନ୍ତୁ : English