ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତୀୟଙ୍କ ଉଦ୍ଧାର ପାଇଁ ଏୟାର ଇଣ୍ଡିଆକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 23 MAR 2020 9:17AM by PIB Bhubaneshwar

ବିଶ୍ଵବ୍ୟାପୀ କୋଭିଡ-19 ମହାମାରୀ ମଧ୍ୟରେ ବିଦେଶରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର କରିପାରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏୟାର ଇଣ୍ଡିଆକୁ ପ୍ରଶଂସା କରିଛନ୍ତି ସେ ଏକ ଟ୍ଵିଟରେ ଲେଖିଛନ୍ତି ଯେ, “@airindianର ଏହି ଟିମ ଲାଗି ଆମେ ବହୁତ ଗର୍ବିତ, ଯିଏକି ସର୍ବୋତମ ସାହସ ଓ ମାନବତାର ଆହ୍ଵାନକୁ ଶିଖରରେ ପହଞ୍ଚାଇଛନ୍ତି ସେମାନଙ୍କ ଉତ୍କୃଷ୍ଟ ପ୍ରୟାସକୁ ଲାଗି ଦେଶର କୋଣଅନୁକୋଣରୁ ବିଭିନ୍ନ ଲୋକ ପ୍ରଶଂସା କରୁଛନ୍ତି । #IndiaFightsCorons”

 

**********



(Release ID: 1607854) Visitor Counter : 137


Read this release in: English