ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୋଭିଡ-19 ଜରୁରିକାଳୀନ ପାଣ୍ଠିକୁ ମାଳଦୀପ ସରକାରଙ୍କ ଅର୍ଥ ଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
21 MAR 2020 8:31AM by PIB Bhubaneshwar
କୋଭିଡ-19 ଜରୁରିକାଳୀନ ପାଣ୍ଠିକୁ ମାଳଦୀପ ସରକାରଙ୍କ 2 ଲକ୍ଷ ଆମେରିକୀୟ ଡଲାର ଅର୍ଥ ଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଦେଶବ୍ୟାପୀ କୋଭିଡ-19 ସଂକ୍ରମଣର ମିଳିତ ମୁକାବିଲା ଦିଗରେ ଏହି ଅର୍ଥ ଆମ ସଂକଳ୍ପକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି ।
(ରିଲିଜ ଆଡି: 1607836)
ପରିଦର୍ଶକ କାଉଣ୍ଟର : 205