ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
• ଦେଶର ନିସ୍ୱାର୍ଥ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇବା ଲାଗି ଆହ୍ୱାନ
ପୋଷ୍ଟ କରାଯିବା ଦିନାଙ୍କ:
21 MAR 2020 9:11PM by PIB Bhubaneswar
କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଆସନ୍ତାକାଲି 22 ମାର୍ଚ୍ଚ ସକାଳ 7ଟା ରୁ ରାତ୍ର 9ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ନିବେଦନ କରିଛନ୍ତି ।
ଏହି ଦିନ ସନ୍ଧ୍ୟା 5ଟା ସମୟରେ 5 ମିନଟ ପାଇଁ ନିଜ ନିଜ ଘରର ଦ୍ଵାରରେ ଏବଂ ବାଲକୋନୀରେ ଛିଡା ହୋଇ ତାଳି ମାରି କିମ୍ବା ଘଣ୍ଟ ବଜାଇ ଆପାତକାଳୀନ ସମୟରେ ଦେଶକୁ ନିସ୍ୱାର୍ଥ ସେବା ଯୋଗାଉଥିବା ଲୋକଙ୍କ ପ୍ରତି କୃତଜ୍ଞତା ଜଣାଇବା ଲାଗି ପୁଣି ଥରେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।
**********
(ରିଲିଜ ଆଡି: 1607558)
ପରିଦର୍ଶକ କାଉଣ୍ଟର : 273