ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 20 MAR 2020 9:07PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-19 ଜରୁରିକାଳୀନ ପାଣ୍ଠିରେ ଯୋଗଦାନ ଲାଗି ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେ.ପି.ଶର୍ମା ଓଲିଙ୍କ ଘୋଷଣାକୁ ସ୍ଵାଗତ କରିଛନ୍ତି

“କୋଭିଡ-19 ଜରୁରିକାଳୀନ ପାଣ୍ଠିରେ 10 କୋଟି ଟଙ୍କାର ଯୋଗଦାନ ନିମନ୍ତେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ଘୋଷଣା ପାଇଁ ତାଙ୍କୁ ଅଶେଷ ଧନ୍ୟବାଦ ଏହି ମହାମାରୀ ବିରୋଧରେ ସାର୍କ ରାଷ୍ଟ୍ର ସମୂହର ମିଳିତ ପ୍ରୟାସ ପ୍ରତି ଓଲି ମହାଶୟଙ୍କ ସମର୍ଥନ ଓ ପ୍ରତିବଦ୍ଧତାର ପ୍ରମାଣ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********



(Release ID: 1607555) Visitor Counter : 97


Read this release in: English