ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସାର୍କ ନେତୃମଣ୍ଡଳୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

Posted On: 14 MAR 2020 7:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ 15, 2020 ସନ୍ଧ୍ୟା 5ଟା ସମୟରେ ଭିଡିଓ କନଫରେନ୍ସ ଜରିଆରେ ସାର୍କ ନେତୃମଣ୍ଡଳୀଙ୍କ ସହ କୋଭିଡ-19କୁ କିଭଳି ଭାବେ ପ୍ରତିହତ କରାଯାଇପାରିବ ସେ ନେଇ ଆଲୋଚନା କରିବେ ଏହି କ୍ଷେତ୍ରରେ କୋଭିଡ-19ରୁ ରକ୍ଷା ପାଇବା ଏବଂ ଏହାକୁ ପ୍ରତିହତ କରିବା ଲାଗି ଏକ ମଜବୁତ ରଣନୈତିକ କୌଶଳ ତିଆରି କରିବା ଦିଗରେ ସମସ୍ତ ସାର୍କ ଦେଶ ସହିତ ଏହି ଭିଡିଓ କନଫରେନ୍ସରେ ଭାରତର ନେତୃତ୍ଵ ନେବେ   

 

**********



(Release ID: 1606640) Visitor Counter : 87


Read this release in: English