କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ତାଙ୍କ ଜନ୍ମଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ । ଗାୟିକାଙ୍କ ସହ ଥିବା ତାଙ୍କର ଗଭୀର ସମ୍ପର୍କକୁମନେ ପକାଇ ସେ ଏକ ଲେଖ ମଧ୍ୟ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଲତା ଦିଦିଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ମନେ ପକାଉଛି ।ତାଙ୍କର ସୁଲଳିତ ଗୀତ ଯୋଗୁ ସେ ସର୍ବଦା ଲୋକଙ୍କ ମନ ଓହୃଦୟରେ ରହିଛନ୍ତି । ଲତା ଦିଦିଙ୍କ ସହ ମୋର ଗଭୀରସମ୍ପର୍କ ଥିଲା । ମୁଁ ତାଙ୍କ ସ୍ନେହ ଓ ଆଶୀର୍ବାଦ ପାଇଭାଗ୍ୟବାନ ଥିଲି ।”
SR