Print
XClose
Press Information Bureau
Government of India
ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
15 MAR 2018 9:10PM by PIB Bhubaneswar
ଜନଜାତି ଉପ ଯୋଜନାରେ ଛତିଶଗଡ଼କୁ 44830.4 ଲକ୍ଷ ଟଙ୍କା ପ୍ରଦାନ

2014-15 ଠାରୁ 2017-18 ମଧ୍ୟରେ ଛତିଶଗଡ଼ ରାଜ୍ୟ ସରକାରଙ୍କୁ ଜନଜାତି ଉପ ଯୋଜନା ବାବଦରେ କେନ୍ଦ୍ରୀୟ ସ୍ୱତନ୍ତ୍ର ଅନୁଦାନ ବାବଦରେ 44830.4 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହାର ବର୍ଷୱାରୀ ହିସାବ ନିମ୍ନରେ ପ୍ରଦାନ କରାଗଲା:

 

କ୍ରମିକ ସଂଖ୍ୟା                    

ବର୍ଷ 

ମଞ୍ଜୁର ପାଣ୍ଠି (ଲକ୍ଷ ଟଙ୍କାରେ)

1.

2014-15

10778.00

2.

2015-16

11904.31

3.

2016-17

10488.52

4.

2017-18

11659.57

ମୋଟ

44830.40

 

କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଯଶୱନ୍ତ ସିଂ ଭାଭୋର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ଏହି ବିଷୟ ପ୍ରକାଶ କରିଛନ୍ତି ।

 

***********