ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କଲେ

ପୋଷ୍ଟ କରାଯିବା ଦିନାଙ୍କ: 23 DEC 2024 9:38AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଆଜି ତାଙ୍କ ଜୟନ୍ତୀରେ ସ୍ମରଣ କରିଛନ୍ତି ।

ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି:

“ଗରିବ ଓ କୃଷକଙ୍କ ପ୍ରକୃତ ହିତୈଷୀ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି । ରାଷ୍ଟ୍ର ପ୍ରତି ତାଙ୍କ ସମର୍ପଣ ଓ ସେବା ଭାବନା ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।”

SR


(ରିଲିଜ ଆଡି: 2087491) ପରିଦର୍ଶକ କାଉଣ୍ଟର : 70