ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ମହିଳା ଜୁଡୋରେ ରୌପ୍ୟ ପଦକ ବିଜେତା ସୁଶୀଲା ଦେବୀ ଲିକ୍ମାବାମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 01 AUG 2022 10:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ମହିଳା ଜୁଡୋରେ ରୌପ୍ୟ ପଦକ ବିଜେତା ସୁଶୀଲା ଦେବୀ ଲିକ୍ମାବାମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ସୁଶୀଲା ଦେବୀ ଲିକ୍ମାବାମଙ୍କ ଅସାଧାରଣ ପ୍ରଦର୍ଶନରେ ଉଲ୍ଲସିତ । ରୌପ୍ୟ ପଦକ ଜିତିଥିବାରୁ ତାଙ୍କୁ ଶୁଭେଚ୍ଛା । ସେ ଅସାଧାରଣ ଦକ୍ଷତା ଓ ଲଢୁଆ ମନୋଭାବର ପ୍ରଦର୍ଶନ କରିଥିଲେଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ।

SR



(Release ID: 1847492) Visitor Counter : 123