ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଖାଇବା ତେଲର ମୂଲ୍ୟ ହ୍ରାସ ସୁନିଶ୍ଚିତ କରିବା ଲାଗି ପୁଣିଥରେ ରାଜ୍ୟମାନଙ୍କୁ ପତ୍ର ଲେଖିଲେ କେନ୍ଦ୍ର ସରକାର


ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ଖାଇବା ତେଲର ଭଣ୍ଡାରଣ ସୀମା ଆଦେଶ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ଲାଗି ଆସନ୍ତାକାଲି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ସହିତ ବୈଠକ କରିବ

ପାର୍ବଣ ଋତୁକୁ ଆଖି ଆଗରେ ରଖି ଖାଇବା ତେଲ ମୂଲ୍ୟ ହ୍ରାସ କରିବା ଲାଗି କେନ୍ଦ୍ର ପକ୍ଷରୁ ଗ୍ରହଣ କରାଯାଉଛି କଠୋର କାର୍ଯ୍ୟାନୁଷ୍ଠାନ

ଅଂଶୀଦାରମାନଙ୍କୁ ଭଣ୍ଡାରଣ କ୍ଷମତାର ଦୁଇ ମାସରୁ ଅଧିକ ଷ୍ଟକ୍ ନରଖିବା ପାଇଁ ଦିଆଗଲା ପରାମର୍ଶ

Posted On: 24 OCT 2021 5:16PM by PIB Bhubaneshwar

କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ଖାଇବା ତେଲର ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ଲାଗି ଏସବୁ ସାମଗ୍ରୀର ଭଣ୍ଡାରଣ (ଷ୍ଟକ) ସୀମା ନିର୍ଦ୍ଧାରଣ କରିଛନ୍ତି। ଏ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ଲାଗି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୋମବାର, 25 ଅକ୍ଟୋବର, 2021ରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ସହିତ ବିଭାଗ ପକ୍ଷରୁ ଏକ ବୈଠକ ଡକାଯାଇଛି।

ଡିଏଫପିଡି ସଚିବ ଶ୍ରୀ ସୁଧାଂଶୁ ପାଣ୍ଡେଙ୍କ ପକ୍ଷରୁ ସମସ୍ତ ରାଜ୍ୟମାନଙ୍କୁ ପଠାଯାଇଥିବା ପତ୍ରରେ ବିଭାଗ ପକ୍ଷରୁ ଏ ନେଇ ଆବଶ୍ୟକ ସୂଚନା ଦିଆଯାଇଛି। ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଉପଭୋକ୍ତାମାନଙ୍କୁ ଦରବୃଦ୍ଧିରୁ ଆଶ୍ବସ୍ତି ପ୍ରଦାନ କରିବା ଏବଂ ପାର୍ବଣ ଋତୁକୁ ଧ୍ୟାନରେ ରଖି ଖାଇବା ତେଲର ମୂଲ୍ୟ ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ଏକ ରୂପରେଖ ପ୍ରସ୍ତୁତ କରାଯାଇଛି।

ଡିଏଫପିଡି ପକ୍ଷରୁ ଖାଇବା ତେଲର ଦର ଏବଂ ଉପଭୋକ୍ତାଙ୍କ ପାଇଁ ଏଗୁଡ଼ିକର ଉପଲବ୍ଧତା ଅନୁଧ୍ୟାନ କରାଯାଉଛି। ଏହା ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ଏହି ସମୟରେ ଖାଇବା ତେଲର ଚାହିଦା ବୃଦ୍ଧି ପାଇଥାଏ। ସରକାରଙ୍କ ପକ୍ଷରୁ ଏଥିପୂର୍ବରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇସାରିଛି। ସମସ୍ତ ରାଜ୍ୟ ଏବଂ ଖାଇବା ତେଲ ଉଦ୍ୟୋଗ ସଂଘଗୁଡ଼ିକ ସହିତ ଆଲୋଚନା କରାଯାଇଛି। ଏହି ଆଲୋଚନାକୁ ଆଧାର କରି ଭଣ୍ଡାରଣ ସୂଚନା ଦେବା ଲାଗି ବିଜ୍ଞପ୍ତି ଜାରି କରାଯାଇଛି। ଡିଏଫପିଡି ପକ୍ଷରୁ ଦେଶରେ ସାପ୍ତାହିକ ଆଧାରରେ ଖାଇବା ତେଲ/ତୈଳବୀଜର ଭଣ୍ଡାରଣ ଅନୁଧ୍ୟାନ ଲାଗି ଏକ ‍ୱ‍େବପୋର୍ଟାଲ ପ୍ରସ୍ତୁତ କରାଯାଇଛି।

ଉପଭୋକ୍ତାମାନଙ୍କର ପସନ୍ଦ ଅନୁସାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଲାଗି ଖାଇବା ତେଲର ଚାହିଦା ଏବଂ ଖର୍ଚ୍ଚ ଭିନ୍ନ ଭିନ୍ନ ହୋଇଥାଏ। ତେବେ ଖାଇବା ତେଲ ଏବଂ ତୈଳ ବୀଜ ଭଣ୍ଡାରଣ ସୀମାର ପରିମାଣକୁ ଅନ୍ତିମ ରୂପ ଦେବା ଲାଗି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଠାରୁ ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିବା ଭଣ୍ଡାରଣ ସୀମା ଉପରେ ବିଚାର ଓ ପରମର୍ଶ ଗ୍ରହଣ କରାଯିବ। ରିଫାଇନର, ମିଲର, ପାଇକାରୀ ବ୍ୟବସାୟୀଙ୍କ ସମେତ ସମସ୍ତ ଅଂଶୀଦାରମାନେ ଯେପରି ଦୁଇ ମାସରୁ ଅଧିକ କ୍ଷମତା ପର୍ଯ୍ୟନ୍ତ ଷ୍ଟକ୍ ରଖିବେ ନାହିଁ ସେ ସମ୍ପର୍କରେ ନିୟମ ନିର୍ଦ୍ଧାରଣ କରିବା ଲାଗି ବିଚାର କରାଯାଉଛି।

ମାର୍ଗଦର୍ଶନ ପାଇଁ ରାଜ୍ୟମାନେ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ସାଙ୍କେତିକ ସୀମାକୁ ପ୍ରାଥମିକତା ଦେଇପାରିବେ ଏବଂ ପତ୍ର ସହିତ ଏହି ଉପାୟ ସଂଲଗ୍ନ କରାଯାଇଛି। ତେବେ ଅନ୍ୟ ଶ୍ରେଣୀଗୁଡ଼ିକ ଲାଗି ରାଜ୍ୟ ପାଇଁ ଅନୁକୂଳ ସମାନ ମାତ୍ରା ନିର୍ଦ୍ଧାରିତ କରାଯାଇପାରିବ। ଉଦାହରଣ ସ୍ବରୂପ ରିଫାଇନର ପାଇଁ ଗତ ଛଅ ମାସର ହାରାହାରୀ ପରିମାଣ ମଧ୍ୟରୁ ସର୍ବାଧିକ 2 ମାସର ଷ୍ଟକ ଉପଯୋଗ କରାଯାଇପାରିବ। ସେହିପରି ରପ୍ତାନିକାରୀ ଓ ମିଲରମାନଙ୍କ ପାଇଁ ମଧ୍ୟ ମାତ୍ରା ନିର୍ଦ୍ଧାରଣ କରାଯାଇପାରିବ।

 

2002 ପରଠାରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ ଲାଗୁ କରାଯାଇଥିବା ସାମଗ୍ରୀ ଆଧାରିତ ଭଣ୍ଡାରଣ ସୀମା

 

COMMODITY ( ) STATES/UTs( )

Pulse

(2006-17)

Edible Oil

(2008-18)

Edible Oilseeds

(2008-18)

Onion

(2014-16)

(2017-18)

(2019-20)

Sugar

(2009-11)

(2016-18)

Rice

(2008-14)

Paddy

(2008-14)

Potato

(2014-15)

Andhra Pradesh

Retailers- 10-155 qtls.

Wholesalers-250- 5500 qtls

Retailers- 30-100 qtls.

Wholesalers-370- 900 qtls

Retailers- 75-150 qtls.

Wholesalers-1200- 2250 qtls

NR

Retailers- 40-50qtls. Wholesalers-1000- 2000 qtls

Trading Rice Mills- 4000 qtls

Non Trading Rice Mills- 1000-2000 qtls

Wholesalers- 250-1000 qtls

Retailers- 50- 100 qtls

Wholesalers- 750 qtls

Retailers- 150 qtls

 

 

Not Imposed

Arunachal Pradesh

 

Not Reported

 

 

 

Not Reported

 

 

 

Not Reported

Assam

10 qtls

Not Reported

Bihar

500-1500 qtls

250-500 qtls

500-1000 qtls

 

Not Reported

 

Chhattisgarh

300-1000 qtls

250 qtls

500 qtls

 

Goa

Retailers- 30 qtls.

Wholesalers- 500 qtls

Retailers- 10 qtls.

Wholesalers- 350 qtls

Retailers- 50 qtls.

Wholesalers- 500 qtls

Retailers- 50 qtls.

Wholesalers- 125 qtls

Gujarat

Retailers- 50 qtls.

Wholesalers- 1000 qtls

Retailers- 45 qtls.

Wholesalers- 600 qtls

Retailers- 100 qtls.

Wholesalers- 2000 qtls

 

Not Reported

Haryana

Retailers- 25 qtls.

Wholesalers- 250 qtls

Retailers- 25 qtls.

Wholesalers- 1500 qtls

Retailers- 25 qtls.

Wholesalers- 1500 qtls

 

Not Reported

Himachal Pradesh

20-150 qtls

10 qtls

50 qtls

Jammu and Kashmir

Retailers- 600 qtls.

Wholesalers- 1200 qtls

Retailers- 1100 qtls.

Wholesalers- 2200 qtls

 

Not Reported

Retailers- 300 qtls.

Wholesalers- 600 qtls

 

Jharkhand

Retailers- 50 qtls

Wholesalers- 500-

1000 qtls

Retailers- 50 qtls

Wholesalers- 300-

500 qtls

Wholesalers-50-2000 qtls

Wholesalers- 300-

500 qtls

Retailers- 50 qtls

Wholesalers- 5000 qtls

Wholesalers- 1000 qtls

Wholesalers- 1000 qtls

Karnataka

Retailers- 50 qtls.

Wholesalers- 2000-

5000 qtls

Retailers- 50 qtls. Wholesalers-1000- 1200qtls

Retailers- 50 qtls.

Wholesalers- 1000-

2000 qtls

 

Not Reported

Retailers- 50 qtls.

Wholesalers- 1000-

2000 qtls

 

Not Reported

 

Not Reported

 

Kerala

Retailers- 20 qtls.

Wholesalers- 1000 qtls

 

Not Reported

 

 

 

Madhya Pradesh

Retailers- 40-50 qtls.

Wholesalers- 500-

2000 qtls

 

Not Reported

Maharashtra

Retailers-150-600 qtls.

Wholesalers-1500- 10500 qtls

Retailers- 20-40 qtls. Wholesalers-300- 1000qtls

Retailers- 100-2000 qtls.

Wholesalers-800- 20000 qtls

Not Reported

Wholesalers-2000-3000 qtls Retailers- 100-200 qtls.

Millers- 45 days grinding capacity

Wholesalers-2000-3000 qtls

Retailers- 100-200 qtls.

Millers- 45 days grinding capacity

Manipur

 

 

Not Reported

 

 

 

Not Reported

 

 

 

Not Reported

Meghalaya

Mizoram

Nagaland

Odisha

Retailers- 20 qtls.

Wholesalers- 500 qtls

Retailers- 10 qtls.

Wholesalers- 500 qtls

Retailers- 20 qtls.

Wholesalers- 300 qtls

Retailers- 8-20 qtls.

Wholesalers- 150-

500 qtls

 

Not Reported

Retailers- 15-40 qtls.

Wholesalers- 300-1000 qtls

Punjab

Retailers- 100-500 qtls.

Wholesalers- 2000-

10000 qtls

Retailers- 40 qtls.

Wholesalers- 1000 qtls

 

Not Reported

Retailers- 500 qtls.

Wholesalers- 5000 qtls

 

 

 

Not Imposed

Rajasthan

Retailers- 25 qtls.

Wholesalers- 2000 qtls

Retailers- 10 qtls.

Wholesalers- 100 qtls

Retailers- 100 qtls.

Wholesalers- 1000 qtls

Not Reported

 

Not Reported

Sikkim

Not Reported

Tamil Nadu

Retailers- 50-125 qtls.

Wholesalers-1250- 5000 qtls

Retailers- 8-20 qtls.

Wholesalers- 250-

600 qtls

Retailers- 5-100 qtls.

Wholesalers- 500-

1500 qtls

Not Reported

Dealers- 400-4600 qtls

Telangana

Retailers- 20-155 qtls.

Wholesalers-500- 5500 qtls

Retailers- 30-100 qtls.

Wholesalers-375- 5500 qtls

Retailers- 75-150 qtls.

Wholesalers-1200- 2250 qtls

30-75 qtls.

 

Not Reported

 

Not Reported

Tripura

 

Not Reported

Uttar Pradesh

Retailers- 50 qtls.

Wholesalers- 1500 qtls

Retailers- 50 qtls.

Wholesalers- 750 qtls

Retailers- 50 qtls.

Wholesalers- 1000 qtls

 

Not Reported

Retailers- 50 qtls.

Bulk Consumers- 500 qtls Wholesalers- 1500 qtls

Commission Agents- 1500 qtls

Manufacturers- 1500 qtls

 

Uttarakhand

Retailers- 10-15 qtls.

Wholesalers- 150-

500 qtls

Retailers- 10-15 qtls.

Wholesalers- 150-

500 qtls

Retailers- 10-15 qtls.

Wholesalers- 150-

500 qtls

 

 

Not Reported

 

 

West Bengal

 

Not Reported

Retailers- 20 qtls.

Wholesalers- 500 qtls

Not Reported

Andaman and Nicobar Islands

Retailers- 25 qtls.

Wholesalers- 500 qtls

Retailers- 5 qtls.

Wholesalers- 150 qtls

Not Reported

Retailers- 10 qtls. Wholesalers-400

qtls

Retailers- 50 qtls.

Wholesalers- 50 qtls

Retailers- 100 qtls.

Wholesalers- 500 qtls

Chandigarh

10-500 qtls

5-350 qtls

30 qtls or more

Not Reported

 

Dadra and Nagar Haveli

Retailers- 25 qtls.

Wholesalers- 250 qtls

Retailers- 15 qtls.

Wholesalers- 150 qtls

Not Reported

Retailers- 40 qtls.

Wholesalers- 275 qtls

Daman and Diu

Not Reported

 

Delhi

Retailers- 50 qtls.

Wholesalers- 2000 qtls

Retailers- 20 qtls.

Wholesalers- 600 qtls

Retailers- 100 qtls.

Wholesalers- 1500 qtls

 

Wholesalers- 1000 qtls

Wholesalers- 1000 qtls

Retailers- 50qtls.

Millers- 1000qtls

Lakshadweep

 

Not Reported

 

Not Reported

Pondicherry

# ଉପଲବ୍ଧ ସୂଚନା ଆଧାରରେ ଏହି ବିବରଣୀ ପ୍ରସ୍ତୁତ କରାଯାଇଛି।

ସୂଚନା : ଷ୍ଟକ ଏହି  ସୀମା ମଧ୍ୟରେ ରହିବାର ଅର୍ଥ ହେଉଛି 2002 ପରଠାରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଏହି ସୀମା ମଧ୍ୟରେ ଷ୍ଟକ୍ ସୀମାକୁ ନିର୍ଦ୍ଧାରଣ କରାଯାଇଛି।

Not Reported: ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ କୌଣସି ସୂଚନା ମିଳିନାହିଁ କିମ୍ବା ଏହି ସାମଗ୍ରୀ ଉପରେ ଷ୍ଟକ ସୀମା ଲାଗୁ କରାଯାଇନାହିଁ।

 

*********

P.S.



(Release ID: 1766199) Visitor Counter : 188