ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ବୁଟା ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 02 JAN 2021 11:03AM by PIB Bhubaneswar

ଶ୍ରୀ ବୁଟା ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, "ଶ୍ରୀ ବୁଟା ସିଂ ଜୀ ଜଣେ ଅଭିଜ୍ଞ ପ୍ରଶାସକ ଏବଂ ଗରୀବଙ୍କ ତଥା ନିଷ୍ପେସିତଙ୍କ କଲ୍ୟାଣ ପାଇଁ ପ୍ରଭାବଶାଳୀ ସ୍ୱର ଉତ୍ତୋଳନ କରୁଥିଲେ । ତାଙ୍କର ଦେହାନ୍ତରେ ମର୍ମାହତ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା" ।

**********

DS/VJ/AK/TRP


(ରିଲିଜ ଆଡି: 1685686) ପରିଦର୍ଶକ କାଉଣ୍ଟର : 239
ଏହି ରିଲିଜ ପଢନ୍ତୁ : English