କେନ୍ଦ୍ରୀୟ ଲୋକ ସେବା ଆୟୋଗ

ସିଭିଲ ସର୍ଭିସ 2019ର ଚୂଡ଼ାନ୍ତ ଫଳ ପ୍ରକାଶିତ

Posted On: 04 AUG 2020 8:25PM by PIB Bhubaneshwar

କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ 2019 ବର୍ଷର ଭାରତୀୟ ସିଭିଲ ସେବା ଚୂଡାନ୍ତ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିପାଇଁ 2019 ସେପ୍ଟେମ୍ବର ମାସରେ ଲିଖିତ ପରୀକ୍ଷା ଏବଂ ଚଳିତ ବର୍ଷ ଫେବୃୟାରୀରୁ ଅଗଷ୍ଟ ମଧ୍ୟରେ ଅନୁଷ୍ଠିତ ବ୍ୟକ୍ତିତ୍ୱ ପରୀକ୍ଷା ଓ ସାକ୍ଷାତକାର ଭିତ୍ତିରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି । ମୋଟ 829 ଜଣ ପରୀକ୍ଷାର୍ଥୀଙ୍କୁ ସିଭିଲ ସେବାର ବିଭିନ୍ନ ବିଭାଗରେ ନିଯୁକ୍ତି ଦେବାକୁ ଆୟୋଗ ପକ୍ଷରୁ ସରକାରଙ୍କୁ ସୁପାରିସ କରାଯାଇଛି । ମେରିଟ ଭିତ୍ତିରେ କୃତକାର୍ଯ୍ୟ ପ୍ରାର୍ଥୀମାନଙ୍କୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବିଦେଶ ସେବା, ଭାରତୀୟ ପୁଲିସ ସେବା ଏବଂ କେନ୍ଦ୍ରୀୟ ସେବା ଗ୍ରୁପ ଓ ଗ୍ରୁପ୍‌ ବିରେ ନିଯୁକ୍ତି ଦିଆଯିବ ।

କେଉଁ ବର୍ଗରୁ କେତେ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ତାହାର ବିବରଣୀ ନିମ୍ନରେ ପ୍ରଦତ୍ତ ଟେବୁଲରେ ଦିଆଯାଇଛି

GENERAL

EWS

OBC

SC

ST

TOTAL

304

(incl.

11PwBD-1, 05PwBD-2,

12 PwBD-3 &01PwBD-5)

78

(incl.

01 PwBD-1, Nil PwBD-2, Nil PwBD-3 & Nil PwBD-5)

251

(incl.

04PwBD-1,

03PwBD-2,

01 PwBD-3 &

02 PwBD-5)

129

(incl.

Nil PwBD-1, 01PwBD-2,

Nil PwBD-3&01PwBD-5)

67

(incl.

01 PwBD-1, Nil PwBD-2, Nil PwBD-3&NilPwBD-5)

829

(incl.

17PwBD-1, 09PwBD-2,

13 PwBD-3 &04PwBD-5)

ସିଭିଲ ସର୍ଭିସ ପରୀକ୍ଷା ନିୟମ ଆଇନ ଧାରା 16 (4) ଏବଂ (5) ଅନୁସାରେ ଆୟୋଗ ନିମ୍ନମତେ ପ୍ରାର୍ଥୀମାନଙ୍କର ଏକ ଏକୀକୃତ ସଂରକ୍ଷିତ ତାଲିକା ପ୍ରସ୍ତୁତ କରିଛନ୍ତି । ସେଥିରେ ସାଧାରଣ ବର୍ଗର 91, ଆର୍ଥିକ ଦୁର୍ବଳ ଶ୍ରେଣୀର 9, ଅନ୍ୟାନ୍ୟ ଅନଗ୍ରସର ବର୍ଗର 71, ତଫସିଲଭୁକ୍ତ ଜାତିର 8, ଉପଜାତିର 3, ଏମିତି ମୋଟ 182 ଜଣ ପରୀକ୍ଷାର୍ଥୀ ଅଛନ୍ତି ।

ବିଭିନ୍ନ ଚାକିରି ପାଇଁ ଉପଲବ୍‌ଧ ଖାଲି ସ୍ଥାନ ଅନୁସାରେ କୃତକାର୍ଯ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ । କେଉଁ ବିଭାଗରେ କେଉଁ ବଗର୍ର କେତେ ପ୍ରାର୍ଥୀ ନିଯୁକ୍ତି ପାଇବେ ତାହା ନିମ୍ନ ଟେବୁଲରେ ଦିଆଯାଇଛି ।

SERVICES

GEN

EWS

OBC

SC

ST

Total

I.A.S.

72

18

52

25

13

180

I.F.S.

12

02

06

03

01

24

I.P.S.

60

15

42

23

10

150

Central Services Group ‘A’

196

34

109

64

35

438

Group ‘B’ Services

57

14

42

14

08

135

Total

397

83

251

129

67

927*

* includes45PwBDvacancies(17PwBD-1,09PwBD-2,13PwBD-3&06PwBD-5)

ନିମ୍ନଲିଖିତ 66 ଜଣଙ୍କ ପ୍ରାର୍ଥୀଙ୍କର ସୁପାରିସ ଅସ୍ଥାୟୀ । ସେମାନଙ୍କର ରୋଳ ନମ୍ବର ତଳେ ଟେବୁଲରେ ଦିଆଗଲା ।

0117361

0832349

0881339

1527661

5605664

6312901

6623216

0221459

0841582

1014928

1704570

5802252

6403507

6624238

0311457

0846717

1018444

1800337

5903243

6418278

6626430

0322470

0850640

1025154

1803006

5904607

6421207

6626732

0335595

0864380

1043821

2606514

6303184

6611214

6702644

0339514

0867400

1200993

2611449

6306477

6612275

7905571

0800578

0869408

1204457

2611943

6307930

6612906

 

0807978

0873750

1214669

3400814

6309407

6615096

 

0814869

0876025

1219268

3535267

6312214

6617405

 

0827666

0878636

1301406

4101930

6312812

6620627

 

11ଜଣ ପ୍ରାର୍ଥୀଙ୍କ ଫଳାଫଳ ସ୍ଥଗିତ ରହିଛି ।

2019 ସିଭିଲ ସର୍ଭିସ ଫଳାଫଳ ଆବଶ୍ୟକ ପଡିଲେ ଅଦାଲତଙ୍କ ବିଚାରାଧୀନ ଥିବା ରାୟ ପରିପ୍ରେକ୍ଷୀରେ ପରିବର୍ତ୍ତିତ ହୋଇପାରେ ।

ୟୁପିଏସ୍‌ସି ପକ୍ଷରୁ ଏହାର କ୍ୟାମ୍ପସରେ ଥିବା ପରୀକ୍ଷା ହଲ୍‌ ନିକଟରେ ଏକ ଫାସିଲିଟେସନ କାଉଣ୍ଟର ଖୋଲାଯାଇଛି । ପ୍ରାର୍ଥୀ ସେଠାରୁ ଯେକୌଣସି ସୂଚନା/ ସ୍ପଷ୍ଟୀକରଣ ଏବଂ ନିଯୁକ୍ତି ସଂପର୍କରେ ଯେକୌଣସି କାର୍ଯ୍ୟକାରୀ ଦିବସରେ ଦିନ 10ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ବ୍ୟକ୍ତିଗତଭାବେ କିମ୍ବା ଟେଲିଫୋନ ନଂ. 23385271/23381125/23098543 ଯୋଗେ ବୁଝିପାରିବେ । ଏହି ପରୀକ୍ଷା ଫଳ ମଧ୍ୟ ୟୁପିଏସ୍‌ସି ୱେବସାଇଟ http//www.upsc.gov.inରେ ଉପଲବ୍‌ଧ । ଫଳ ପ୍ରକାଶର 15 ଦିନ ମଧ୍ୟରେ ମାର୍କସିଟ୍‌ ପ୍ରାର୍ଥୀମାନଙ୍କୁ ଉପଲ୍‌ବଧ ହେବ ।

ବିଶେଷ ଦ୍ରଷ୍ଟବ୍ୟ: 2019 ସିଭିଲ ସର୍ଭିସ ପରୀକ୍ଷା ଫଳାଫଳ ଆବଶ୍ୟକ ପଡିଲେ ମାନ୍ୟବର କୋର୍ଟଙ୍କ ପାଖରେ ବିଚାରାଧୀନ ଥିବା ମାମଲାର ରାୟ ପରିପ୍ରେକ୍ଷୀରେ ପରିବର୍ତ୍ତିତ ହୋଇପାରେ

Click here to see Final Result

 

**********



(Release ID: 1643376) Visitor Counter : 198


Read this release in: English