ଅର୍ଥ ମନ୍ତ୍ରଣାଳୟ

କୋଭିଡ-19 ବିରୋଧି ଲଢେଇରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ସହାୟତା ଦେବା ଲାଗି 'ଆତ୍ମନିର୍ଭର ଭାରତ ଅଭିଯାନ' ଚତୁର୍ଥ ପର୍ଯ୍ୟାୟ ଘୋଷଣାର ବିସ୍ତୃତ ଉପସ୍ଥାପନା କରୁଛନ୍ତି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ

Posted On: 16 MAY 2020 5:51PM by PIB Bhubaneshwar

କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଘୋଷଣା କରାଯାଇଥିବା “ଆତ୍ମନିର୍ଭର ଭାରତ ଅଭିଯାନ” ଚତୁର୍ଥ ପର୍ଯ୍ୟାୟ ବିଷୟରେ ବିସ୍ତୃତ ଜାଣିବା ପାଇଁ ନିମ୍ନ ଲିଙ୍କ ପରିଦର୍ଶନ କରନ୍ତୁ ।

https://static.pib.gov.in/WriteReadData/userfiles/AatmaNirbhar%20Bharat%20Full%20Presentation%20Part%204%2016-5-2020.pdf

 

**********



(Release ID: 1624643) Visitor Counter : 224