ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜସ୍ଥାନ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 30 MAR 2020 3:22PM by PIB Bhubaneshwar

ରାଜସ୍ଥାନ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ରାଜସ୍ଥାନବାସୀ ନିଜର ବୀରତ୍ଵ ଓ ସାହସ ପାଇଁ ପରିଚିତ । ମୁଁ ପ୍ରାର୍ଥନା କରୁଛି ଯେ, ରାଜ୍ୟ ଏହାର ବିକାଶ ଯାତ୍ରା ନିରନ୍ତର ଜାରିରଖୁ ।  ”

 

***********



(Release ID: 1609261) Visitor Counter : 93


Read this release in: English