ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
କୋଭିଡ-19 ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦେଶନାମା ସଂକ୍ରାନ୍ତରେ ପରିଶିଷ୍ଟ ଜାରି କଲା ଗୃହ ମନ୍ତ୍ରଣାଳୟ
प्रविष्टि तिथि:
29 MAR 2020 9:23PM by PIB Bhubaneshwar
ଗୃହ ମନ୍ତ୍ରଣାଳୟ ପକ୍ଷରୁ କରୋନା ଭୂତାଣୁ ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଲାଗୁ କରିବା ନିମନ୍ତେ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ବର୍ତ୍ତମାନ ଏହି ନିର୍ଦ୍ଦେଶନାମାକୁ ନେଇ ଏକ ପରିଶିଷ୍ଟ ଏବଂ ସହ ପରିଶିଷ୍ଟ (https://pib.gov.in/PressReleseDetail.aspx?PRID=1608644) ଜାରି କରାଯାଇଛି ।
ଦ୍ବିତୀୟ ପରିଶିଷ୍ଟରେ 21 ଦିନର ଲକଡାଉନ ସମୟରେ, ବିପର୍ଯ୍ୟୟ ପ୍ରଶମନ ଆଇନ 2005 ଅନ୍ତର୍ଗତ ଛାଡ଼ ପ୍ରାପ୍ତ ଆବଶ୍ୟକ ବସ୍ତୁ ଓ ସେବାକୁ ଅତିରିକ୍ତ ଶ୍ରେଣୀରେ ରଖାଯାଇଛି ।
**************
(रिलीज़ आईडी: 1609161)
आगंतुक पटल : 144
इस विज्ञप्ति को इन भाषाओं में पढ़ें:
English