ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତାକାଲି ଜି20 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

Posted On: 25 MAR 2020 1:15PM by PIB Bhubaneshwar

କରୋନା ଭୂତାଣୁ ବିଷୟରେ ଆଲୋଚନା କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜି20 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ

“ବିଶ୍ଵବ୍ୟାପୀ କୋଭିଡ-19 ସଂକ୍ରମଣ ନେଇ ଆଲୋଚନା କରିବାରେ ଜି20ର ଏକ ପ୍ରମୁଖ ଭୂମିକା ରହିଛି ମୋର ଆଶା ସାଉଦୀ ଜି20 ପ୍ରେସିଡେନ୍ସି ଦ୍ଵାରା ଆୟୋଜିତ ଆସନ୍ତାକାଲିର ଏହି ଶିଖର ସମ୍ମିଳନୀରେ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ନେଇ ଫଳପ୍ରଦ ଆଲୋଚନା ହେବ,” ବୋଲି ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ ମାଧ୍ୟମରେ କହିଛନ୍ତି

 

**********



(Release ID: 1608282) Visitor Counter : 80


Read this release in: English