ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 23 MAR 2020 9:22AM by PIB Bhubaneshwar

କୋଭିଡ-19 ଜରୁରିକାଳୀନ ପାଣ୍ଠିକୁ ଅର୍ଥଦାନ ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି

“କୋଭିଡ-19 ଜରୁରିକାଳୀନ ପାଣ୍ଠିକୁ 1.5 ମିଲିୟନ ଆମେରିକୀୟ ଡଲାର ଅର୍ଥଦାନର ଘୋଷଣା ଲାଗି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଶେଖ ହସିନାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ଆମମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ସହିତ ମିଳିମିଶି କାମ କରିବା ଦ୍ଵାରା କୋଭିଡ-19ର ଆହ୍ଵାନ ବିରୁଦ୍ଧରେ ଆମେ ସହଜରେ ବିଜୟ ଲାଭ କରିପାରିବା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********



(Release ID: 1607860) Visitor Counter : 101


Read this release in: English