ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 23 MAR 2020 9:21AM by PIB Bhubaneshwar

କୋଭିଡ-19 ଜରୁରିକାଳୀନ ପାଣ୍ଠିକୁ ଅର୍ଥଦାନ ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ଶ୍ରୀ ଅଶରଫ ଘନିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି

“ଆମ ଦକ୍ଷିଣ ଏସୀୟ ପଡୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ଏକତାର ପ୍ରମାଣ ସ୍ୱରୂପ କୋଭିଡ-19 ଜରୁରିକାଳୀନ ପାଣ୍ଠିକୁ 1 ମିଲିୟନ ଆମେରିକୀୟ ଡଲାର ଅର୍ଥଦାନ ଲାଗି ଆଫଗାନିସ୍ତାନ ରାଷ୍ଟ୍ରପତି ଶ୍ରୀ ଅଶରଫ ଘନିଙ୍କୁ ଧନ୍ୟବାଦ । ତସକ୍କୁର ରାଷ୍ଟ୍ରପତି ଅଶରଫ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********



(Release ID: 1607858) Visitor Counter : 89


Read this release in: English