ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 23 MAR 2020 9:18AM by PIB Bhubaneshwar

କୋଭିଡ-19 ଜରୁରିକାଳୀନ ପାଣ୍ଠିକୁ ଅର୍ଥଦାନ ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ଗୋଟାବାୟା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି

“ସାର୍କ କୋଭିଡ-19 ଜରୁରିକାଳୀନ ପାଣ୍ଠିକୁ 5 ମିଲିୟନ ଆମେରିକୀୟ ଡଲାର ଅର୍ଥଦାନ ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ଗୋଟାବାୟା ରାଜପକ୍ଷେଙ୍କୁ ହାର୍ଦ୍ଦିକ ଧନ୍ୟବାଦ । ଆମର ଏହି ସହଯୋଗ ମହାମାରୀ ବିରୁଦ୍ଧରେ ପ୍ରଭାବୀ ଢଙ୍ଗରେ ଲଢିବା ପାଇଁ ବଡ ସହାୟକ ହେବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********



(Release ID: 1607856) Visitor Counter : 88


Read this release in: English