ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲକଡାଉନ ନିୟମକୁ ଦେଶବାସୀ କଡାକଡି ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

प्रविष्टि तिथि: 23 MAR 2020 9:16AM by PIB Bhubaneswar

ଲକଡାଉନ ନିୟମକୁ ଦେଶର କିଛି ଲୋକ ଗମ୍ଭୀର ଭାବେ ନେଉନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଃଖ ପ୍ରକାଶ କରି କହିଛନ୍ତି

ଏକ ଟ୍ଵିଟରେ ଶ୍ରୀ ମୋଦୀ ଲୋକଙ୍କୁ ନିବେଦନ କରି କହିଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଦତ୍ତ ନିର୍ଦ୍ଦେଶଗୁଡ଼ିକୁ କଡାକଡି ଭାବେ ପାଳନ କରି ସେମାନଙ୍କ ପରିବାରର ସଦସ୍ୟ ଓ ନିଜକୁ ସୁରକ୍ଷିତ ରଖନ୍ତୁ

ସେ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଲୋକମାନେ ଯେପରି  ଲକଡାଉନକୁ କଡାକଡି ପାଳନ କରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ

 

**********


(रिलीज़ आईडी: 1607852) आगंतुक पटल : 222
इस विज्ञप्ति को इन भाषाओं में पढ़ें: English