ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶହୀଦ ଦିବସରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 23 MAR 2020 9:15AM by PIB Bhubaneshwar

ଶହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, “ସେମାନଙ୍କ ମହାନ ବଳିଦାନ ଏକ କୃତଜ୍ଞ ରାଷ୍ଟ୍ର ସବୁବେଳେ ମନେରଖିବ ଜୟ ହିନ୍ଦ”  

 

**********



(Release ID: 1607851) Visitor Counter : 113


Read this release in: English