ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରବିବାରର ଜନତା କର୍ଫ୍ୟୁକୁ ସମର୍ଥନ ଲାଗି ବିଭିନ୍ନ ବର୍ଗର ଲୋକମାନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 20 MAR 2020 9:05PM by PIB Bhubaneswar

କରୋନା ଭୂତାଣୁ କୋଭିଡ-19ର ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ରବିବାର, 22 ମାର୍ଚ୍ଚରେ ହେବାକୁ ଥିବା ଜନତା କର୍ଫ୍ୟୁକୁ ସମର୍ଥନ ଦେବା ଲାଗି ବିଭିନ୍ନ ବର୍ଗର ଲୋକମାନେ ଏକଜୁଟ ହୋଇ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି

ବିଭିନ୍ନ କ୍ଷେତ୍ର ଏବଂ ସଂଗଠନର ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଜନତା କର୍ଫ୍ୟୁକୁ ସମର୍ଥନ କରିବା ଲାଗି ଆଗେଇ ଆସିଛନ୍ତି ଏବଂ ଏହାକୁ ପ୍ରଭାବୀ କରିବାକୁ ଦେଶବାସୀଙ୍କୁ ଆହ୍ଵାନ ଜଣାଇଛନ୍ତି ।

 

**********

 

 


(रिलीज़ आईडी: 1607554) आगंतुक पटल : 168
इस विज्ञप्ति को इन भाषाओं में पढ़ें: English