ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନବରୋଜ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
प्रविष्टि तिथि:
20 MAR 2020 7:24PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରୋଜ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ନବରୋଜ ମୁବାରକ! ମୁଁ ପ୍ରାର୍ଥନା କରେକି, ଆଗାମୀ ବର୍ଷ ଖୁସି ଓ ସମୃଦ୍ଧିପୂର୍ଣ୍ଣ ହେଉ । ସମସ୍ତେ ସ୍ଵାସ୍ଥ୍ୟବାନ ହୁଅନ୍ତୁ ଏବଂ ସେମାନଙ୍କ ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହେଉ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
(रिलीज़ आईडी: 1607434)
आगंतुक पटल : 139
इस विज्ञप्ति को इन भाषाओं में पढ़ें:
English